ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 26, 2022, 1:06 PM IST

1.ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, OPSE ଓ ଶିକ୍ଷା ବିଭାଗକୁ UGCର ତାଗିଦ୍

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ୟୁଜିସିର ତାଗିତ ପତ୍ର ।

2.JCB-ବସ୍‌ ମୁହାଁମୁହିଁ: ୧୫ ଯାତ୍ରୀ ଆହତ

କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାର ଓସ୍ତପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିପରୀତ ଦିଗରୁ ଆସୁଥିବା ଜେସିବି ଓ ବସ ମଧ୍ୟରେ ଧକ୍କା ହୋଇଛି ।

3.ମହାରାଷ୍ଟ୍ରର ଏହି ମନ୍ତ୍ରୀଙ୍କ ଘରେ ପଶିଲା ED

ଇଡି (Enforcement Directorate) ପଞ୍ଝାରେ ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ।

4.କ୍ରିକେଟରରୁ ନେତା ସାଜିଥିବା ସିଦ୍ଧୁ ଏବେ କିରାଣୀ

ପଟିଆଲା ସେଣ୍ଟ୍ରାଲ ଜେଲ୍‌ ନବଜୋତ ସିଂ ସିନ୍ଧୁଙ୍କ ସିଦ୍ଧୁଙ୍କ ନୂଆ ଠିକଣା ପାଲଟିଥିବାବେଳେ, ଜେଲ୍‌ରେ ଜଣେ କିରାଣି(CLerk) ଭାବେ କାମକରିବା ଆରମ୍ଭ କରିଛନ୍ତି ପୂର୍ବତନ କ୍ରିକେଟର ।

5.Odisha Corona: ରାଜ୍ୟରେ ଦିନକରେ ୧୧ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟାରେ ରାଜ୍ୟରେ 11 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

6.ଲାଲ ବାହିନୀର ଲଙ୍କାକାଣ୍ଡ, ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ୬ ଗାଡି

କିଛି ଦିନର ନୀରବତା ପରେ ପୁଣି ନିଜର ଦବଦବା ଜାହିର କଲେ ଲାଲବାହିନୀ । ରାସ୍ତା କାମକୁ ବିରୋଧ କରି 6ଟି ଗାଡି ଜାଳି ଦେଲେ ମାଓବାଦୀ ।

7.ବନ୍ୟାରେ ଉବୁଟୁବୁ ଆସାମ: ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି, 5.75 ଲକ୍ଷ ପ୍ରଭାବିତ

ଆସାମରେ ବନ୍ୟା ପରିସ୍ଥିତି ଯୋଗୁଁ 28 ଜଣଙ୍କ ମୃତ୍ୟୁ ଓ 15ଟି ଜିଲ୍ଲାରେ 5.75 ଲୋକ ପ୍ରଭାବିତ ।

8.ପଶ୍ଚିମ ଆଫ୍ରିକାର ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୧ ଶିଶୁ ଜୀବନ୍ତ ଦଗ୍ଧ

ପଶ୍ଚିମ ଆଫ୍ରିକାର ସେନେଗଲର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଜୀଅନ୍ତା ଜଳିଗଲେ ୧୧ ଶିଶୁ ।

9.IPL 2022: ରାହୁଲଙ୍କ ବିରଳ ରେକର୍ଡ, ୪ଟି ସିଜନରେ ସର୍ବାଧିକ ରନ୍‌

୪ଟି ସଂସ୍କରଣରେ ୬୦୦ରୁ ଅଧିକ ରନ୍‌ ସଂଗ୍ରହ କରିବାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଇତିହାସରେ ଲକ୍ଷ୍ନୌ ସୁପରଜିଆଣ୍ଟସ(LSG) କ୍ୟାପଟେନ କେଏଲ ରାହୁଲ ହେଲେ ପ୍ରଥମ ଖେଳାଳି ।

10.44 ବର୍ଷରେ ପାଦ ଥାପିଲେ ହାସ୍ୟ ଅଭିନେତା ପପୁ ପମ୍‌ ପମ୍‌

ପପୁ ପମ୍‌ ପମ୍‌ ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.