ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ମୁଖ୍ୟ ଖବର

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 21, 2022, 1:03 PM IST

1.Heritage Corridor Row: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା, ତଥ୍ୟ ରଖିବାକୁ ସମୟ ମାଗିଲା ASI

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନକୁ ନେଇ ହାଇକୋର୍ଟରେ ରୁଜୁ ମାମଲାରେ ତଥ୍ୟ ରଖିବାକୁ ସମୟ ନେଲେ ଏଏସଆଇ ।

2.ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂହ ।

3.Jahangirpuri Demolition: ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଉଚ୍ଛେଦ ଉପରେ ରୋକ, 2 ସପ୍ତାହ ପରେ ଶୁଣାଣି

ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳରେ ବୁଲଡୋଜର ବୁଲିବା ଘଟଣାରେ ଆଜି (ଗୁରୁବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।

4.JB Patnaik Death Anniversary: ଶ୍ରଦ୍ଧାଞ୍ଜଳି ଦେଲା କଂଗ୍ରେସ, ଉଠିଲା ପ୍ରତିମୂର୍ତ୍ତି ପ୍ରସଙ୍ଗ

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ବିଶିଷ୍ଟ ଜନନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସପ୍ତମ ତିରୋଧାନ ଦିବସ ।

5.Special Safety Drive: ସ୍କୁଲ ବସକୁ 2.33 ଲକ୍ଷର ଫାଇନ

ଫିଟନେସ ଯାଞ୍ଚ ସମୟରେ ସ୍କୁଲ ବସଠୁ କଟିଲା ଲକ୍ଷାଧିକ ଟଙ୍କାର ଚାଲାଣ । ଭୁବନେଶ୍ବର ଡମଣା ଛକରେ ଏଭଳି ଏକ ବସକୁ ଜବତ କରି ଏମଭିଆଇ ।

6.Ragging In Sambalpur School: ସହପାଠୀଙ୍କୁ ରାଗିଂ ଘଟଣା, ୮ ଛାତ୍ର ନିଲମ୍ବିତ

ସମ୍ବଲପୁର ଜିଲ୍ଲା ଶାସନ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ରାଗିଂ ଘଟଣା । ଏନେଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ୮ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

7.ମଣିଷକୁ ପଶୁ ଇଞ୍ଜେକସନ ଦେବା ଘଟଣା: ASI ନିଲମ୍ବିତ

ମଣିଷଙ୍କୁ ପଶୁ ଇଞ୍ଜେଇକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି ।

8.ପୁଅ ବାହାଘର ପ୍ରୋସେସନରେ ଚାଲିଗଲା ବାପା ଜୀବନ

ପୁଅ ବାହାଘରର ପ୍ରୋସେସନରେ ବାପାର ଗଲା ଜୀବନ । ଡିଜେ ଶବ୍ଦ ଯୋଗୁଁ ମୃତ୍ୟୁ ହୋଇଥିବା ଚର୍ଚ୍ଚା ।

9.IPL 2022: ଆଜି ଚେନ୍ନାଇ-ମୁମ୍ବାଇ ମୁକାବିଲା, ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ MI

ଚଳିତ ଆଇପିଏଲର ଆଜି 33ତମ ଲିଗ ମ୍ୟାଚ ଖେଳାଯିବ । ଏଥରେ ଆଇପିଏଲରେ ସବୁଠୁ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ ।

10.ବିବାଦ ପରେ କ୍ଷମା ମାଗିଲେ ଖିଲାଡି କୁମାର, ଛାଡିଲେ ଗୁଟଖା କମ୍ପାନୀର ବିଜ୍ଞାପନ

କୁଟଖା ବିଜ୍ଞାପନ ପାଇଁ ଗତ କିଛି ଦିନ ହେବ ସମାଲୋଚନାର ଶିକାର ହୋଇଥିବା ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ ସେ ତାଙ୍କ ପ୍ରଶଂସକଙ୍କ ଭାବନାକୁ ସମ୍ମାନ କରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.