1.Subhas Chandra Bose Birth Anniversary: ମନେ ପକାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
2.ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା କରିବାକୁ ଦିଦିଙ୍କ ଦାବି
3.ସେଣ୍ଟ୍ରାଲ ଜେଲ୍ରେ କୋରୋନା ବିସ୍ଫୋରଣ, ୨୬୨ କଏଦୀ ସଂକ୍ରମିତ
କେରଳର ସେଣ୍ଟ୍ରାଲ ଜେଲରେ କୋରୋନା ବିସ୍ଫୋରଣ । ୨୬୨ ଜଣ ଅନ୍ତେବାସୀ ସଂକ୍ରମିତ ଚିହ୍ନଟ ।
4.Pink Auto Service in BBSR: ରାଜଧାନୀରେ ମହିଳାଙ୍କ ପାଇଁ ପିଙ୍କ୍ ଡ୍ରାଇଭର, ଅଟୋ-ଟ୍ୟାକ୍ସି ଓ ବାଇକରେ ଗଲେ ନିରାପଦ ଯାତ୍ରା
5.କଟିଗଲା ସରପଞ୍ଚ ଟିକେଟ, ଆମରଣ ଅନଶନରେ ୭୫ ବର୍ଷୀୟ ବୃଦ୍ଧ
ସରପଞ୍ଚ ପ୍ରାର୍ଥୀରୁ ବଞ୍ଚିତ ହେବାରୁ କୁସୁମଜୋର ଗ୍ରାମପଞ୍ଚାୟତ ସମ୍ମୁଖରେ ବୃଦ୍ଧଙ୍କ ଆମରଣ ଅନଶନ ।
6.କୋରୋନା ପାଇଁ ବିବାହ ବାତିଲ କଲେ ପ୍ରଧାନମନ୍ତ୍ରୀ
ଚାରିଆଡେ ଆତଙ୍କ ଖେଳାଇଛି ମହାମାରୀ । କୋରୋନା ପାଇଁ ନିଜ ବିବାହ ବାତିଲ କଲେ ପ୍ରଧାନମନ୍ତ୍ରୀ ।
7.ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା କାର, ଦୁର୍ଘଟଣାରେ ଡ୍ରାଇଭର ମୃତ
8.କଂଗ୍ରେସ ଉପରେ କ୍ୟାପଟେନଙ୍କ ହମ୍ଲା, ଚନ୍ନିଙ୍କ ବିରୁଦ୍ଧରେ ଆଣିଲେ ବାଲି ଖନନ ଅଭିଯୋଗ
9.ଡୋଡାରେ ତୁଷାରପାତ ଆରମ୍ଭ, କ୍ୟାମେରାରେ କଏଦ ମନଲୋଭା ଦୃଶ୍ୟ
10.Elephant Terror: ଗାଁରେ ପଶି ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା