ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 20, 2022, 1:02 PM IST

1.Bullibai app case: ଓଡିଶାରୁ ଜଣେ ଗିରଫ

ବିବାଦୀୟ ବୁଲ୍ଲୀ ବାଈ ଆପର ମୂଳ ଚେର ପାଖରେ ପହଞ୍ଚିବାକୁ ଆକ୍ସନ ମୁଡରେ ମୁମ୍ବାଇ ପୋଲିସ ।

2.ସଙ୍କଳ୍ପ ସହ ସାଧନା ଯୋଡି ହେଲେ ସଫଳତା ନିଶ୍ଚିନ୍ତ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) ସକାଳ ୧୦ ଟା ୩୦ ରେ ‘ଆଜାଦୀ କା ଅମୃତ ମହୋତ୍ସବ ସେ ସ୍ବର୍ଣ୍ଣିମ ଭାରତ କେ ଓର’ ଜାତୀୟ ଉଦଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ଯୋଗେ ଦୀକ୍ଷାନ୍ତ ଭାଷଣ ଦେଇଛନ୍ତି ।

3.Rahul Gandhi On Chinese Kidnapping: କାହିଁକି ଚୁପ୍ ମୋଦି, କହିଲେ ରାହୁଲ

ଚୀନର ଦାଦାଗିରି ନେଇ ପିଏମ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ ।

4.ବ୍ରିଟେନରେ କମିଲା ୩ୟ ଲହରର ପ୍ରଭାବ, ହଟିଲା ମାସ୍କ କଟକଣା

ୟୁରୋପୀୟ ଦେଶ ବ୍ରିଟେନରେ କମିଛି ୩ୟ ଲହରର ପ୍ରଭାବ ।

5.ମହଙ୍ଗା ପଡିଲା ମହିଳାଙ୍କୁ ନିର୍ଯାତନା, ଗିରଫ ହେଲେ ହାବିଲଦାର

ଦୁଇ ଦୁଇଟି ବିବାହ ଆଉ ପୁଣି ପତ୍ନୀଙ୍କୁ ନିର୍ଯାତନା ଦେଇ ଫସିଛନ୍ତି ଖାକି ବାବୁ ଜଣକ ।

6.ଶ୍ମଶାନରେ ଶିଶୁ ଜୀବିତ ଘଟଣା: ହସ୍ପିଟାଲରେ ଶିଶୁର ମୃତ୍ୟୁ ହୋଇଥିବା ସୂଚନା

ଜୀବିତ ନବଜାତ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ମେଡିକାଲ କର୍ତ୍ତୃପକ୍ଷ ।

7.ବିଜେପିର ପ୍ରଥମ ଓ କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

କେନ୍ଦ୍ରାପଡା ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ଆସନରୁ ୨୫ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି ।

8.କୋରୋନା ଟିକା ଭୟରେ ଗଛରେ ଚଢିଲା ଯୁବକ, ଭିଡିଓ ଭାଇରାଲ

କୋରୋନା ଟୀକାକରଣକୁ ବର୍ଷ ବିତିଥିଲେ ସୁଦ୍ଧା ଏବେ ବି ଟିକା ପ୍ରତି ଲୋକଙ୍କ ମନରୁ ଯାଇନି ଭୟ ।

9.ସରକାର ଭୁଲି ଗଲେ ପ୍ରତିଶ୍ରୁତି, ଦାବି ପୂରଣ ପାଇଁ ଅଡି ବସିଛି ଡ୍ରାଇଭର ସଂଘ

ବିଭିନ୍ନ ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘର ସାମ୍ବାଦିକ ସମ୍ମିଳନୀ ।

10.କରୋନା ଯୁଦ୍ଧରେ ହାରିଗଲେ ଲୋକପ୍ରିୟ ଅଭିନେତା ଶାହିର ଶେଖଙ୍କ ପିତା

ଲୋକପ୍ରିୟ ଟିଭି ଅଭିନେତା ଶାହିର ଶେଖଙ୍କ ପିତାଙ୍କର ଦେହାନ୍ତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.