ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jan 12, 2022, 1:04 PM IST

1. ମନରେ ରହିବେ ମିହିର, ଗାର୍ଡ ଅଫ ଅନର ସହ କାକାଙ୍କୁ ଲୁହଭିଜା ବିଦାୟ

ପଞ୍ଚଭୂତରେ ବିଲୀନ ହେଲା ଓଲିଉଡ ଅଭିନେତା ମିହିର ଦାସଙ୍କ ପାର୍ଥିବ ଶରୀର । ଗାର୍ଡ ଅଫ ଅନର ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଛି ।

2. PM security breach: ତଦନ୍ତ କମିଟିର ମୁଖ୍ୟ ହେଲେ ଇନ୍ଦୁ ମଲହୋତ୍ରା

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ମାମଲାର ତଦନ୍ତ କରିବେ ଜଷ୍ଟିସ୍ ଇନ୍ଦୁ ମଲହୋତ୍ରାଙ୍କ ନେତୃତ୍ବାଧୀନ କମିଟି ।

3. ପବିତ୍ର ଶାମ୍ବ ଦଶମୀରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ

ଆଜି ପବିତ୍ର ଶାମ୍ବ ଦଶମୀ(samba dasami) । ଏହି ଅବସରରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟ ରଥ(sun chariot) ।

4. UP polls: ବିଜେପିର ବ୍ଲୁ ପ୍ରିଣ୍ଟ, ନେତାଙ୍କୁ ୧୦ ଘଣ୍ଟା ଗୁରୁମନ୍ତ୍ର ଦେଲେ ଶାହା

ମାସକ ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ମାନସ ମନ୍ଥନ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି । ଦଳ ମୁଖ୍ୟାଳୟରେ କେନ୍ଦ୍ରୀୟ ନେତୃତ୍ବରେ ରାଜ୍ୟ ନେତାଙ୍କ ସହ ୧୦ ଘଣ୍ଟିଆ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ଅମିତ ଶାହା

5. ୫ ବର୍ଷୀୟ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ୧ ଲକ୍ଷ ଜୋରିମାନା

୫ ବର୍ଷୀୟ ନାବାଳିକା ଦୁଷ୍କର୍ମ ମାମଲା(Kandhamal minor rape case) ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକ୍ସୋ କୋର୍ଟ(Phulbani POCSO Court) ।

6. Former ARCS In Vigilance Net: ପୂର୍ବତନ ARCSଙ୍କ ଘରେ ଭିଜିଲାନ୍ସ ରେଡ୍

ପୂର୍ବତନ ARCSଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

7. Migratory Bird Census: ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ସାମିଲ

ଆଜିଠୁ (ବୁଧବାର) ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା(migratory bird census) । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ୧୬ଟି ଟିମ ପକ୍ଷୀ ଗଣନା କରୁଛନ୍ତି।

8. Fish Processing Plantରେ ବିଷାକ୍ତ ଗ୍ୟାସ୍‌ ଲିକ, 20 ଅସୁସ୍ଥ

କର୍ଣ୍ଣାଟକ ବାଇକମ୍ପାଡି ଶିଳ୍ପାଞ୍ଚଳର ଏଭରେଷ୍ଟ ସାଗର ଫୁଡ୍ସ ପ୍ରାଇଭେଟ ଲିମିଟେଡର ନାମକ ଏକ ଫିସ ପ୍ରୋସେସିଙ୍ଗ ପ୍ଲାଣ୍ଟରେ ଗ୍ୟାସ ଲିକ ହୋଇ ୨୦ ଜଣଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

9. Lata Mangeshkar Health Update: ଅକ୍ସିଜେନ୍‌ ସପୋର୍ଟରେ ସୁର ସାମ୍ରାଜ୍ଞୀ

ବଲିଉଡର ପ୍ରସିଦ୍ଧ ତଥା ପ୍ରଖ୍ୟାତ୍‌ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର କୋରୋନା ସଂକ୍ରମିତ। ଲତା ମଙ୍ଗେସକରଙ୍କୁ ବର୍ତ୍ତମାନ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି।

10. Covid Scare: ପାଟନିଟପ୍ ହିଲ୍ ରିସର୍ଟରେ ଜନ ସମାଗମ ଉପରେ କଟକଣା

ଦିନକୁ ଦିନ ଦେଶରେ ସୁନାମୀ ଭଳି ମାଡିବାରେ ଲାଗିଛି କୋରୋନା ସଂକ୍ରମଣ । କୋଭିଡ୍ ମାମଲାକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀର ପ୍ରଶାସନ ମଙ୍ଗଳବାର ଦିନ ପ୍ରସିଦ୍ଧ ପାଟନିଟପ୍ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ଜନ ସମାଗମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.