ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Dec 1, 2021, 1:02 PM IST

1. Odisha Assembly Winter Session: ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ପରେ ୫ଟା ଯାଏଁ ଗୃହ ମୁଲତବୀ

ଆରମ୍ଭ ହେଲା ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ(Odisha Assembly Winter Session) । ଗୃହ ଆରମ୍ଭରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଅହରାହ୍ନ ୫ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ।

2. CrimeBranch: ପୋଲିସ ହାତରେ ପଡିବ ହାତକଡି ! ୪ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା

ଜୟପୁର ହାଜତ ମୃତ୍ୟୁ ଘଟଣାରେ 4 ପୋଲିସ କର୍ମୀଙ୍କ ନାଁରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ ।

3. Odisha Assembly Winter Session: ଗୃହ ପ୍ରବେଶପଥରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ

ଶୀତ ଅଧିବେଶନ(Odisha Assembly Winter Session) ଆରମ୍ଭ ପୂର୍ବରୁ ବିଧାନସଭା ପ୍ରବେଶ ପଥରେ ବିକ୍ଷୋଭ ପ୍ରଦର୍ଶନ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପୁରାଇ ନ ଦେବା ଦାବିରେ ଧାରଣା ।

4.Parliament Winter session: ଗାନ୍ଧୀମୂର୍ତ୍ତି ତଳେ ନିଲମ୍ବିତ ସାଂସଦଙ୍କ ଧାରଣା

ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ତୃତୀୟ ଦିନ । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦଙ୍କ (12 RS MP) ଆଜି ଗାନ୍ଧୀମୂର୍ତ୍ତି ତଳେ ତାଙ୍କ ନିଲମ୍ବନକୁ ବିରୋଧ କରି ଧାରଣା ଦେଇଛନ୍ତି ।

5. Encounter In J&K: ସେନା ଗୁଳିରେ ଟଳିଲେ ୨ ଆତଙ୍କୀ

ଜମ୍ମୁ କାଶ୍ମୀର ପୁଲୱାମା ଏନକାଉଣ୍ଟରରେ (Encounter) ସୁରକ୍ଷାବାହିନୀକୁ (security forces) ସଫଳତା । ପୁଣି ୨ ଜଣ ଆତଙ୍କୀଙ୍କୁ ନିପାତ କରିବାରେ(୨ terrorist killed in jk) ସଫଳ ହୋଇଛି ଭାରତୀୟ ସେନା ।

6.Bhadrak Encounter: ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର

ଆଜି ସକାଳୁ ଭଦ୍ରକ ଜିଲ୍ଲାର ବରପଦା ନିକଟରେ ପୋଲିସ୍‌ ଏନକାଉଣ୍ଟରରେ ୨ ଅପରାଧୀ ଗୁରୁତର ହୋଇଛନ୍ତି । ବିଭିନ୍ନ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥାଇ ଦୀର୍ଘ ଦିନ ହେବ ପୋଲିସକୁ ନାକେଦମ କରି ଆସୁଥିଲେ ।

7. Odisha Corona Report: ଦିନକରେ ଚିହ୍ନଟ ହେଲେ ୨୩୭ ଆକ୍ରାନ୍ତ, 2 ମୃତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୭ କୋରୋନା ପଜିଟିଭ ଚିହ୍ନଟ ( New corona cases) । ୩୯ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ।

8. INDIA CORONA: ୨୪ ଘଣ୍ଟାରେ 8,954 ଆକ୍ରାନ୍ତ ଚିହ୍ନଟ, 267 ମୃତ

ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ (India daily corona infection)। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 954 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 267 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

9. Sarathi Baba: ସୋସିଆଲ ମିଡିଆରେ ଆକ୍ଟିଭ ସାରଥି , ଘୁରିବୁଲୁଛି ପ୍ରବଚନ

ପୁଣି ଶୁଣିବାକୁ ମିଳିଲାଣି ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପ୍ରବଚନ (Sarathi speech) । ସୋସିଆଲ ମିଡିଆରେ ଆକ୍ଟିଭ ସାରଥୀ (sarathi baba active in social media) । ସାମାଜିକ ଗଣମାଧ୍ୟମରେ ଘୁରିବୁଲିଛୁ ସାରଥୀଙ୍କ ପ୍ରବଚନ ।

10. WODC କୁ ମନୋନୀତ ହେଲେ 13, ନାହାନ୍ତି ମହିଳା ପ୍ରତିନିଧି

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ (Western Odisha Development Council) ରାଜ୍ୟ ସରକାର 13 ଜଣ ସଦସ୍ୟଙ୍କୁ ପରିଷଦକୁ ମନୋନୀତ କରିଛନ୍ତି । କଂଗ୍ରେସର ଜଣେ ଓ ବିଜେପିର 2 ଜଣ ବିଧାୟକଙ୍କୁ ପ୍ରତିନିଧିତ୍ବ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.