ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 26, 2021, 1:03 PM IST

1. Aparajita Sarangi Pressmeet: ଅଣ୍ଡାମାଡ ଘଟଣାରେ ନିଜକୁ ଅସୁରକ୍ଷିତ କହିଲେ ସାଂସଦ ଅପରାଜିତା

ମୁଁ ଜଣେ ମହିଳା ମୁଁ ବି ଆଜି କହୁଛି ମୁଁ ସୁରକ୍ଷିତ ନୁହେଁ । ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

2. ରାତି ପାହିଲେ ପ୍ରଥମାଷ୍ଟମୀ: ବଡ ଠାକୁରଙ୍କ ପାଇଁ ମାମୁଁଘରୁ ଆସିଲା ଭାର

ରାତି ପାହିଲେ ପଢୁଆଁ ହେବେ ବଡଠାକୁର । ଏଥିପାଇଁ ଆଜି(ଶୁକ୍ରବାର) ମାମୁଁ ଘର ମାଧବାନନ୍ଦଜୀଉରୁ ଆସି ପହଞ୍ଚିଛି ପଢୁଆଁ ଭାର।

3. INDIA CORONA: ୨୪ ଘଣ୍ଟାରେ 10,549 ଆକ୍ରାନ୍ତ ଚିହ୍ନଟ, 488 ମୃତ

ଗତ କାଲି ସଂକ୍ରମଣ ମାମଲା ୧୦ ହଜାର ତଳେ ଥିଲା ଆଜି ୧୦ ହଜାର ପାର ହୋଇଛି ।

4. 26/11 Attack: ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୩ ବର୍ଷ

ଆଜି ମୁମ୍ବାଇ ଆକ୍ରମଣକୁ( 26/11 Attack) ୧୩ ବର୍ଷ ପୁରିଛି । ଲୋମହର୍ଷଣକାରୀ 26/11 ଆତଙ୍କୀ ଆକ୍ରମଣକୁ ପୂରିଛି 13 ବର୍ଷ ।

5. Money Laundering Case: EDରେ ହାଜର‌ ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ED ରେ ହାଜର‌ ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ (Shruti Panigrahi) । ଚାଲିଛି ପାଠକ ପରିବାରର ଅର୍ଥ କାରବାର ଖୋଳତାଡ଼ ।

6. National Constitution Day: ସମ୍ବିଧାନ ଦିବସରେ ସମ୍ୱୋଧନ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

୧୯୪୯ ଆଜିର ଦିନରେ ସମ୍ବିଧାନ ସଭା ଦ୍ବାରା ଭାରତର ସମ୍ବିଧାନକୁ (National Constitution Day) ସ୍ବୀକୃତି ଦିଆଯାଇଥିଲା ଯାହା ୧୯୫୦ ଜାନୁଆରୀରେ ପ୍ରଭାବକୁ ଆସିଲା ।

7. CHILD VACCINATION: ଶିଶୁଙ୍କୁ ଟୀକାକରଣରେ ଦେଶରେ ଏକ ନମ୍ବର ଓଡିଶା

ଶିଶୁଙ୍କୁ ଟୀକାକରଣରେ ଦେଶର ଏକ ନମ୍ବର ରାଜ୍ୟ ଓଡିଶା । ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(National Family Health Survey) ରିପୋର୍ଟରେ ପ୍ରକାଶ ।

8. Low Pressure: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, 3ରୁ ପ୍ରବଳ ବର୍ଷା

ବଙ୍ଗୋପସାଗର(Bay Of Bengal)ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ(Low Pressure) । ଡିସେମ୍ବର 3 ରୁ ପ୍ରବଳ ବର୍ଷା ସମ୍ଭାବନା ।

9. Odisha Corona Report: ଦିନକରେ ରାଜ୍ୟରୁ ୨୧୯ ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୨୧୯ ନୂଆ ସଂକ୍ରମିତ ( Odisha Corona Report)। ସେଥି ମଧ୍ୟରୁ ୩୨ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା ।

10. Bhuvneshwar Kumar: ବାପା ହେଲେ କ୍ରିକେଟର ଭୁବି

ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ଘରକୁ ଆସିଛି ଖୁସି ଖବର । କନ୍ୟା ସନ୍ତାନର ବାପା ହୋଇଛନ୍ତି ଭୁବନେଶ୍ବର କୁମାର (Bhuvneshwar Kumar)।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.