ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 16, 2021, 1:04 PM IST

1. ଫେବୃଆରୀରେ ପଞ୍ଚାୟତ ପୋଲ୍‌, ଏବର୍ଷ 6,794 ଗ୍ରାମପଞ୍ଚାୟତରେ ନିର୍ବାଚନ

ଆସୁଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ । ଚଳିତ ବର୍ଷ 6,794 ଗ୍ରାମପଞ୍ଚାୟତ ଓ 91,916 ୱାର୍ଡରେ ଅନୁଷ୍ଠିତ ହେବ ନିର୍ବାଚନ ।

2. କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସିର ଗାଇଡଲାଇନ: ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା, ବୋଇତ ବନ୍ଦାଣରେ କଟକଣା

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ ଜାରି କଲା ବିଏମସି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଅଧୀନ ସମସ୍ତ ମନ୍ଦିରରେ ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି ।

3. ମମିତା ମେହେର ହତ୍ୟାକାଣ୍ଡ: ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ

ନବୀନ ନିବାସ ଘେରାଉ କଲା ଛାତ୍ର କଂଗ୍ରେସ ।

4. ପ୍ରକାଶ ପାଇଲା BMC ସଂରକ୍ଷଣ ତାଲିକା

ବିଏମସିର ସଂରକ୍ଷଣ ତାଲିକା ଚୂଡାନ୍ତ । 2011ଜନସଂଖ୍ୟ ଅନୁସାରେ ନିର୍ବାଚନ ହେବା ନେଇ ସ୍ପଷ୍ଟ କରିଛି ବିଏମସି ।

5. ପାଣ୍ଡ୍ୟାଙ୍କ ପିଛା ଛାଡୁନି ବିବାଦ, ଜବତ ହେଲା ୫ କୋଟିର ଘଣ୍ଚା

ଅଡୁଆରେ ଛନ୍ଦି ହେଉଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

6. ଆଜିଠୁ ଦୁଇଦିନିଆ ପଞ୍ଜାବ ଓ ହରିୟାଣା ଗସ୍ତରେ ରାଷ୍ଟ୍ରପତି

ଆଜିଠୁ ଦୁଇଦିନିଆ ପଞ୍ଜାବ ଓ ହରିୟାଣା ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

7. ମୋଦିଙ୍କ ପୂର୍ବରୁ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କଲେ ସପା କର୍ମୀ

ଆଜି ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ଉଦଘାଟନ କରିବେ ପିଏମ ମୋଦି । ପିଏମଙ୍କ ପୂର୍ବରୁ ସେଠାରେ ସାଇକେଲ ଚଳାଇ ଉଦଘାଟନ କଲେ ସପା କର୍ମୀ ।

8. ଫଳକ ଭଙ୍ଗାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ଥାନାରେ ଅଭିଯୋଗ

କେନ୍ଦୁଝରରେ ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି । ଏକ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଫଳକ ଭାଙ୍ଗିବା ଘଟଣାକୁ ନେଇ ଥାନାରେ ପହଞ୍ଚିଲେ ଉଭୟ ଦଳ ।

9. ଖୋର୍ଦ୍ଧାର ବିଭିନ୍ନ ଶୈବପୀଠରେ 144 ଧାରା ଜାରି, ବଡଓଷା-ଡଙ୍ଗାଭସାରେ କଟକଣା ଲାଗୁ

ଖୋର୍ଦ୍ଧାରେ ବି ଫିକା ପଡିବ କାର୍ତ୍ତିକ ପୂର୍ଣ୍ଣିମା । ଆଜିଠୁ ଜିଲ୍ଲାର ଧବଳେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠରେ ୧୪୪ ଧାରା ଜାରି ।

10. ଶୀତରେ ଥରୁଛି ଭୂସ୍ବର୍ଗ, ଶ୍ରୀନଗରରେ ପାରଦ ମାଇନସ ୧.୨ ଡିଗ୍ରୀ

ଆଜି ଜମ୍ମୁ କାଶ୍ମୀର ଶ୍ରୀନଗରରେ ମାଇନସ ୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.