ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 24, 2021, 1:00 PM IST

Updated : Jul 24, 2021, 1:17 PM IST

୧. Olympics: ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ, ଶୁଭେଚ୍ଛା ଜଣାଇଲେ PM

ଟୋକିଓ ଅଲମ୍ପିକ୍‌ରେ ରୌପ୍ୟ ପଦକ ବିଜୟିନୀ ମୀରାବାଇଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୨. Guru Purnima 2021; ‘ବୁଦ୍ଧଙ୍କ ମାର୍ଗରେ ଯାଇ କଠିନ ସ୍ଥିତିର ମୁକାବିଲା କରିହେବ’

ଭିସି ଯୋଗେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ବୁଦ୍ଧଙ୍କ ମାର୍ଗରେ ଯାଇ ଆମେ କଠିନରୁ ଅତି କଠିନ ସ୍ଥିତିର ମୁକିବାଲା କରିପାରିବା । ଯାହା ଭାରତ କରି ଦେଖାଇଛି । ମହାମାରୀ ଭଳି କଠିନ ପରିସ୍ଥିତିରେ ମଧ୍ୟ ଦେଶବାସୀ ନିରାଶ ହୋଇନାହାଁନ୍ତି । ବଂର ସ୍ଥିତିର ମୁକାବିଲା କରିଛନ୍ତି ।

୩. ରେଳମନ୍ତ୍ରୀଙ୍କ PA କହି GMକୁ କରିଥିଲେ ଫୋନ, ବାନ୍ଧିଲା ପୋଲିସ

ଗତକାଲି ରେଳ ମନ୍ତ୍ରଣାଳୟର ମହାପ୍ରବନ୍ଧକ(ଜେନେରାଲ ମ୍ୟାନେଜର)ଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ନକଲି ପିଏ ଜଣଙ୍କ କିଛି କମ୍ପାନୀ ପାଇଁ ଅନୁକମ୍ପା ମାଗିବା ସହ କିଛି କର୍ମଚାରୀଙ୍କ ବଦଳି କରିବା କରିବା ପାଇଁ କହିଥିଲେ ।

୪. ଆଜିଠୁ ଭକ୍ତ ପାଇବେ ନୀଳାଚଳ ଅବଢ଼ା

ଆଜିଠୁ ମିଳିବ ନୀଳାଚଳ ଅବଢା । ପ୍ରଶାସନ ପକ୍ଷରୁ ହୋଇଛି ସୁରକ୍ଷିତ ବ୍ୟବସ୍ଥା ।

୫. INDIA CORONA REPORT: ଦିନକରେ ୩୯୦୯୭ ପଜିଟିଭ, ୫୪୬ ମୃତ

ପୁଣି ଗତ ୨୪ ଘଣ୍ଟାରେ ଦେଶରୁ ୩୯ ହଜାର ୯୭ କୋରୋନା ଆକ୍ରାନ୍ତ ଚିହ୍ନଟ, ୫୪୬ ମୃତ ।

୬. ଅଶାନ୍ତ ଜମ୍ମୁ-କାଶ୍ମୀର: ଯବାନ ସହିଦ, ଟଳିଲେ 2 ଆତଙ୍କୀ

ଘାଟିରେ ସହିଦ ହେଲେ ସିପାହୀ । ଶତ୍ରୃପକ୍ଷ ସହ ଲଢି ଦେଶପାଇଁ ଜୀବନ ଦେଲେ ସିପାହୀ କେ.ବୈଦ୍ୟ । ସେପଟେ ଜମ୍ମୁ-କାଶ୍ମୀର ବାନ୍ଦିପୋରାରେ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

୭. ମହାରାଷ୍ଟ୍ରରେ ମାଟି ଧସିବା ଘଟଣା, ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାଇଗଡ ସମେତ ମହଦାରେ ହୋଇଥିବା ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ହୋଇଛି ।

୮. ଅହମ୍ମଦାବାଦରେ ସିଲିଣ୍ଡର ବିସ୍ଫୋରଣ: ଆଖି ବୁଜିଲେ 9 ଶ୍ରମିକ

ଅହମ୍ମଦାବାଦରେ ସିଲିଣ୍ତର ବିସ୍ଫୋରଣ । 9 ମୃତ, ଜଣେ ଗୁରୁତର । ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ।

୯. Russia's Navy Day; ଭାରତୀୟ ନୌସେନା ମୁଖ୍ୟଙ୍କ ସମେତ INS ତବର ହେବ ସାମିଲ

ଭାରତୀୟ ନୌସେନା (Indian navy) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ ଦିନିଆ ସଦଭାବନା ଯାତ୍ରା ଓ ରୁଷିଆ ନୌସେନାର ୩୨୫ ତମ ସ୍ଥାପନା ଦିବସ ପାଇଁ ନୌସେନାର ଯୁଦ୍ଧ ଜାହାଜ INS ତାବର ଗୁରୁବାର ଠାରୁ ବନ୍ଦର ସହରରେ ପହଞ୍ଚି ଯାଇଛି ।

୧୦. Tokyo Olympics, Day 2: ଟେବୁଲ ଟେନିସରେ ମଉଳିଲା ଭାରତର ମେଡାଲ ଆଶା

ତୃତୀୟ ପେନଲ୍‌ଟମେଟ୍‌ ସେଟ୍‌ରେ 5-11 ପରାଜୟ ମିଳିଥିଲା । ଏଥିସହ ମେଡାଲ ସ୍ବପ୍ନ ମଉଳିଯାଉଥିଲା ।

Last Updated : Jul 24, 2021, 1:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.