ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 23, 2021, 1:09 PM IST

1. 'ଆକାଶ' NG ର ସଫଳ ପରୀକ୍ଷଣ

ସଫଳ ହେଲା 'ଆକାଶ' ମିସାଇଲର ନ୍ୟୁ ଜେନେରେସନ ଉତକ୍ଷେପଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡ଼ରୁ କରାଯାଇଥିଲା ପରୀକ୍ଷଣ ।

୨. ସଂସଦର ମୌସୁମୀ ଅଧିବେଶନ; ଆଜି ଚତୁର୍ଥ ଦିବସ, ଦୂର ହେବ କି ଅଚଳାବସ୍ଥା?

ଆଜି ସଂସଦ ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ସ୍ବାଭାବିକ ହୋଇପାରେ ସଂସଦ ।

3. ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆରମ୍ଭ ହେଲା ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସେହିପରି ଆଜି(ଶୁକ୍ରବାର) ଅପରାହ୍ନରେ କୁଳପତିମାନଙ୍କର ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।

୪. Tokyo Olympics, Day 1: ତୀରନ୍ଦାଜ-ରାକିଂ ରାଉଣ୍ଡ, ପ୍ରଥମାର୍ଦ୍ଧ ସୁଦ୍ଧା ୩୧ତମ ସ୍ଥାନରେ ଅତନୁ

ପୁରୁଷ ତୀରନ୍ଦାଜ ରାକିଂ ରାଉଣ୍ଡରେ ଭାରତୀୟ ପୁରୁଷ ତୀରନ୍ଦାଜ ଅତନୁ ଦାସ ୩୨୯ ପଏଣ୍ଟ ସହ ୩୧ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି ।

୫. ଟୋକିଓ ଅଭିମୁଖେ ବାହାରିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ

ଟୋକିଓ ଅଭିମୁଖେ ଉଡାଣ ଭରିଲେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ।

୬. Tokyo Olympics, Day 1: ତୀରନ୍ଦାଜ-ବ୍ୟକ୍ତିଗତ ରାକିଂ ରାଉଣ୍ଡ, ୩୧ତମ ସ୍ଥାନରେ ପ୍ରବୀଣ

ପ୍ରବୀଣ ଯାଦବ ମୋଟ ୭୨୦ ପଏଣ୍ଟରୁ ନିଜର ୭୨ଟି ପ୍ରୟାସରେ 22 10s A 5X's ଲକ୍ଷ୍ୟ ଭେଦ କରି ୬୫୬ ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଅତନୁ ଓ ତରୁଣଦୀପ ଯଥାକ୍ରମେ ୬୫୩ ଓ ୬୫୨ ପଏଣ୍ଟ ହାସଲ କରିଛନ୍ତି ।

୭. ମୌସୁମୀ ଅଧିବେଶନର ଅବଶିଷ୍ଟ ଦିବସରୁ ସାଂସଦ ଶାନ୍ତନୁ ନିଲମ୍ବିତ

ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିବା ଓ ମନ୍ତ୍ରୀଙ୍କ ଉପରେ କାଗଜ ଫୋପାଡିବା ତୃଣମୂଳ ରାଜ୍ୟସଭା ସାଂସଦ ଶାନ୍ତନୁ ସେନଙ୍କୁ ପଡିଛି ମହଙ୍ଗା ।

୮. ନିଳାଦ୍ରୀ ବିଜେ ପାଇଁ ନୀତି ନିର୍ଘଣ୍ଟ

ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପାଇଁ ନୀତି ନିର୍ଘଣ୍ଟ । ରାତ୍ର ଦେଶରେ ପଣ୍ଡି ଶେଷ ହେବା ପରେ ରତ୍ନସିଂହାନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।

9. ମୁମ୍ବାଇରେ କୋଠା ଭୁଶୁଡି ୩ ମୃତ

ମହାରାଷ୍ଟ୍ର ମୁମ୍ବାଇର ଗୋଭାଣ୍ଡି ଶିବାଜୀ ନଗରରେ କୋଠା ଭୁଶୁଡି 10 ଜଣ ଆହତ ହୋଇଛନ୍ତି ।

୧୦. ଶନିବାରଠୁ ଦୁଇ ଦିନିଆ ମେଘାଳୟ ଗସ୍ତରେ ଯିବେ ଗୃହମନ୍ତ୍ରୀ

ଆସନ୍ତାକାଲି(ଶନିବାର)ଠୁ ଦୁଇ ଦିନିଆ ମେଘାଳୟ ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ବିକାଶର ସମୀକ୍ଷା କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.