ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 22, 2021, 1:02 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ସନ୍ଧ୍ୟା 5ଟା 30ରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2. ଖସୁଛି ସଂକ୍ରମଣ ବଢୁଛି ମୃତ୍ୟୁ ସଂଖ୍ୟା: ଦିନକରେ 2,57,299 ପଜିଟିଭ, 4,194 ମୃତ

ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା । 24 ଘଣ୍ଟାରେ 2 ଲକ୍ଷ 57 ହଜାର 299 କୋରୋନା ଆକ୍ରାନ୍ତ ଚିହ୍ନଟ, 4,194 ମୃତ ।

3. ମାଓ ଅଧୁଷିତ ମାଥିଲିରେ ପାହାଡ ଚଢ଼ିଲା ସ୍ୱାସ୍ଥ୍ୟସେବା

ପାହାଡ ଚଢିଲେ, ସ୍ୱାସ୍ଥ୍ୟ ସେବା ଯୋଗାଇ ଫେରିଲେ । ମାଓ ଇଲାକାର ଗାଁ ଗଣ୍ଡା ଯାଇ କୋରୋନା ପରୀକ୍ଷା କଲେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଖଟୁଆପଦର ପାହାଡି ଗାଁରେ ପହଞ୍ଚି ସ୍ୱାସ୍ଥ୍ୟ କ୍ୟାମ୍ପ କରିଛି ମାଥିଲି ମେଡିକାଲ ଟିମ୍ ।

4. ମିଳିଲାନି ମହାପ୍ରୟାଣ ଗାଡି, ବାଇକରେ ବୁହା ହେଲା ମୃତଦେହ

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ଗାଁରେ ଅଭାବନୀୟ ଘଟଣା । ମହାପ୍ରୟାଣ ଗାଡି ନ ମିଳିବାରୁ ବାଇକରେ ବୁହାହେଲା ମୃତଦେହ ।

5. କୋଟିଆରେ ଆନ୍ଧ୍ର ନିର୍ବାଚନକୁ ଅସିଦ୍ଧ ଘୋଷଣା, ଓଡିଶା ଉପରେ ରହିଛି ଗୁରୁ ଦାୟିତ୍ବ

ଏପ୍ରିଲ 8 ତାରିଖରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ତେବେ ଆଗାମୀ ଦିନରେ ପୁନଃ ନିର୍ବାଚନ ହେବା ସ୍ଥିତିରେ କୋଟିଆ ଅଞ୍ଚଳରେ ପ୍ରସ୍ତୁତିକୁ ନେଇ ଆଶା ଓ ଆଶଙ୍କା ଦେଖାଦେଇଛି ।

6. ରାଜ୍ୟରେ ପୁଣି 26 ମୁଣ୍ଡ ନେଲା ମହାମାରୀ

ଗତ 24 ଘଣ୍ଟାରେ ରାଜ୍ୟରେ 26 ଜଣ କୋରୋନା ରୋଗୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁସଂଖ୍ୟା ସର୍ବାଧିକ ।

7. ପେଟ୍ରୋଲିୟମ ଜିଏସ୍‌ଟି ପରିସରଭୁକ୍ତ ହେବା ଉଚିତ

ଯେଉଁ ଦଳ ସରକାରରେ ଥାଆନ୍ତୁ ନା କାହିଁକି, ଅନ୍ତର୍ଜାତୀୟ ତୈଳ ବଜାରରେ ଦର ଉଠାପକା ଉପରେ ନିର୍ଭର କରି ପେଟ୍ରୋଲିୟମଜାତ ପଦାର୍ଥର ଦର ବଦଳୁଥାଏ । ହେଲେ, ନିକଟରେ ଅନୁଷ୍ଠିତ ପାଞ୍ଚଟି ବିଧାନସଭା ନିର୍ବାଚନ ସମୟରେ ଏହାର ଦରବୃଦ୍ଧି ହୋଇ ନଥିବାରୁ ଏହି ଦର ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ନିୟନ୍ତ୍ରିତ ହେଲା ଭଳି ମନେହୁଏ ।

8. 'ଟୀକାକରଣ ଡ୍ରାଇଭ ପାଇଁ WHOର ଗାଇଡଲାଇନ ମାନିନାହାନ୍ତି କେନ୍ଦ୍ର ସରକାର'

ଦେଶରେ ଟିକା ଗଚ୍ଛିତ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗାଇଡଲାଇନକୁ କେନ୍ଦ୍ର ସରକାର ମାନି ନାହାନ୍ତି ବୋଲି ସେରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି ।

9. ଏୟାର ଇଣ୍ଡିଆ ଉପରେ ବଡ ଧରଣର ସାଇବର ଆଟାକ

ଏୟାର ଇଣ୍ଡିଆ ବିମାନ କମ୍ପାନୀ ଉପରେ ଏକ ବଡ ଧରଣର ସାଇବର ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

10. ସୋସିଆଲ ମିଡିଆକୁ GOIର ନିର୍ଦ୍ଦେଶ, ହଟାଅ ‘ଭାରତୀୟ ଷ୍ଟ୍ରେନ’ ସମ୍ପର୍କିତ ଖବର

ଭାରତ ସରକାର କୋରୋନାର ଭାରତୀୟ ନୂଆ ଷ୍ଟ୍ରେନ ସମ୍ପର୍କିତ ଖବର ହଟାଇବାକୁ ସାମାଜିକ ଗଣମାଧ୍ୟମକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.