ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 12, 2021, 1:03 PM IST

1. ବଦଳିଲେ BMC କମିଶନର, IAS ସଞ୍ଜୟ ସିଂଙ୍କୁ ମିଳିଲା ଦାୟିତ୍ବ

ବଦଳିଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ନୂଆ କମିଶନର ଭାବେ ସଞ୍ଜୟ ସିଂ ନିଯୁକ୍ତ । ଏଥିସହ ତାଙ୍କୁ ବିଡିଏର ଉପାଧ୍ୟକ୍ଷ ଓ ସ୍ମାର୍ଟ ସିଟି ଲିମିଟେଡର ଅତିରିକ୍ତ ଦାୟିତ୍ବ ମିଳିଛି ।

2. ବିଶ୍ବର 44ଟି ଦେଶକୁ ବ୍ୟାପିଲାଣି ଭାରତୀୟ ଭାରିଆଣ୍ଟ:WHO

ଭାରତରେ ଦେଖାଦେଇଥିବା ବି.1. 617 ଭାରିଆଣ୍ଟ ବର୍ତ୍ତମାନ ବିଶ୍ବକୁ କବଳିତ କରିବାକୁ ଲାଗିଲାଣି । ଏହି ମ୍ୟୁଟାଣ୍ଟ ପୃଥିବୀର 44ଟି ଦେଶରୁ ବ୍ୟାପିଛି ବୋଲି 'ହୁ' ସୂଚନା ଦେଇଛି ।

3. ମାଓବାଦୀଙ୍କ ବର୍ବରକାଣ୍ଡ, ଘରୁ ଡାକି ଆଣି କାଟିଦେଲେ ଯବାନଙ୍କ ଗଳା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ପେଣ୍ଟଟା ଗାଁରେ ପୁଣି ସୀମା ଲଙ୍ଘିଲେ ମାଓବାଦୀ । ଜଣେ ଯବାନଙ୍କୁ ଘରୁ ଡାକିନେଇ ନିର୍ମମ ହତ୍ୟା ।

4. ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, 4 ଘଣ୍ଟା ଦର୍ଶନ ବନ୍ଦ

ଆଜି ସଜେଇ ହେବ ମହାପ୍ରଭୁ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖ ଶୃଙ୍ଗାର ହେବ । ଏଥିପାଇଁ 4 ଘଣ୍ଟା ବନ୍ଦ ରହିବ ଦର୍ଶନ

5. ବ୍ୟାଣ୍ଡେଜ ଗୁଡାଇ ଯୁବତୀଙ୍କ ଆଶୁ ଚିକିତ୍ସା କଲେ ପୋଲିସ, ଭିଡିଓ ଭାଇରାଲ୍

ବିଭିନ୍ନ ସମୟରେ ଲୋକଙ୍କୁ ବଲାଙ୍ଗୀର ପୋଲିସ ମାନବିକତାର ପରିଚୟ ଦେଇଛି । ଏହିଭଳି ଜଣେ ପୋଲିସ୍ ବାବୁଙ୍କ ସେବା ମନୋଭାବର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

6. ଗଙ୍ଗାନଦୀରେ ମୃତଦେହ ଭସାଉଥିବାବେଳେ ଧରାପଡିଲେ ବ୍ୟକ୍ତି, କହିଲେ ମିଳିଛି ନିର୍ଦ୍ଦେଶ

ଗଙ୍ଗାନାଦୀରେ 50ରୁ ଉର୍ଦ୍ଧ୍ବ ମୃତଦେହ ଭାସୁଥିବା ଘଟଣା । ମଙ୍ଗଳାବାର ବିଳମ୍ବିତ ରାତିରେ ନଦୀରେ ଜଣେ ବ୍ୟକ୍ତି ମୃତଦେହ ଭାସାଉଥିବା ସମୟରେ ଧରା ପଡିଛନ୍ତି ।

7. ଅକ୍ସିଜେନ ଅଭାବରୁ ଗୋଆରେ 26 ମୃତ: ଯୋଗାଣରେ ଅନିୟମିତତାକୁ ଦୋଷ ଦେଲେ ସରକାର

ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜରେ 26 ରୋଗୀ ମୃତ । ଭଲ ଟ୍ରକ ଚାଳକଙ୍କ ଅଭାବ ଯୋଗୁଁ ଅକ୍ସିଜେନ ଯୋଗାଣରେ ଅନିୟମିତତା ଫଳରେ ଏଭଳି ଘଟିଥିବା ପ୍ରତିକ୍ରିୟା ରଖିଲେ ରାଜ୍ୟ ସରକାର ।

8. ଦେଶରେ ଦିନକରେ 3 ଲକ୍ଷ 48 ହଜାର 421 ଚିହ୍ନଟ, ବଢୁଛି ସୁସ୍ଥସଂଖ୍ୟା

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 3 ଲକ୍ଷ 48 ହଜାର 421 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

9. ଶ୍ରୀମନ୍ଦିର ବାନାରେ ପଡିଲା ବିରଳ ଶୂନ୍ୟ ଗଣ୍ଠି, ଦୂର ହେବ ରୋଗବ୍ୟାଧି

ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି । ବହୁ ବର୍ଷ ପରେ ଦେଖିବାକୁ ମିଳିଲା ଏପରି ବିରଳ ଦୃଶ୍ୟ ।

10. ‘ଇଣ୍ଡିଆନ ଆଇଡଲ’ରେ କିଶୋର ଦା ସ୍ପେଶାଲ ଏପିସୋଡ, ଫାଲତୁ କହିଲେ ପୁଅ ଅମିତ

‘ଇଣ୍ଡିଆନ ଆଇଡଲ’ 12କୁ ଟ୍ରୋଲ କରୁଛନ୍ତି ଟ୍ରୋଲର୍ସ । ଯାହାର ସମର୍ଥନ କରି ଚର୍ଚ୍ଚାରେ କିଶୋରଙ୍କ ପୁଅ ଅମିତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.