ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ମଧ୍ୟାହ୍ନ 1ଟାର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 29, 2021, 1:01 PM IST

1. ‘ସମାନ୍ତରାଳ ସ୍ଥିତିରେ କୋରୋନା, ଭୟଭୀତ ହେବାର ନାହିଁ ଆବଶ୍ୟକତା’

ରାଜ୍ୟରେ କୋରୋନାର ସ୍ଥିତି ସମାନ୍ତରାଳ ସ୍ଥିତିରେ ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

2. ରାଜ୍ୟରେ ଟିକାର ଘୋର ଅଭାବ, ଆସିଲେ ମେ ପହିଲାରୁ ଆରମ୍ଭ ହେବ ଟୀକାକରଣ

ରାଜ୍ୟରେ ଟିକା ଅଭାବରୁ 12 ଜିଲ୍ଲାରେ ଟୀକାକରଣ ବନ୍ଦ, ଟିକା ଆସିଲେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ କରାଯିବ।

3. ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ

କୋରାେନା ସହିତ ଲଢେଇ କରୁଛି ଭାରତ । ଭାରତକୁ ସ୍ବାସ୍ଥ୍ୟସେବା ଯୋଗାଇଲା ବ୍ରିଟେନର କମନୱେଲଥ ସଙ୍ଗଠନ ।

4. ବେଙ୍ଗାଲୁରୁରୁ 3 ହଜାର କୋଭିଡ ଆକ୍ରାନ୍ତ ନିଖୋଜ, ମିଳୁନି ପତ୍ତା

ଦେଶରେ ଭୟଙ୍କର ରୂପ ନେଇଛି ମହାମାରୀର ଦ୍ବିତୀୟ ଲହର । 4 ଲକ୍ଷ ମୁହାଁ ହୋଇଛି ସଂକ୍ରମଣ । 3 ହଜାର ସଂକ୍ରମିତ ନିଖୋଜ ।

5. ଦୁର୍ଘଟଣାରେ ସିପିଆଇଏମ କର୍ମୀଙ୍କ ମୃତ୍ୟୁ, ଟିଏମସି ନାଁରେ ହତ୍ୟା ଅଭିଯୋଗ ଆଣିଲା ଦଳ

ପଶ୍ଚିମବଙ୍ଗ ମୁର୍ଶିଦାବାଦର ଡୋନକାଲରେ କାର ଧକ୍କାରେ ଜଣେ ସିପିଆଇଏମ କର୍ମୀଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛି ସିପିଆଇଏମ ।

6. ପରିବା ବ୍ୟାଗରେ ଚାଲିଥିଲା ବାଘଛାଲ ଡିଲ; ପଣ୍ଡ କଲା ଏସଟିଏଫ

ପରିବା ବ୍ୟାଗରେ ଚାଲିଥିଲା ବାଘ ଛାଲ ଡିଲ । ପଣ୍ଡ କଲା ଏସଟିଏଫ । ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ।

7. ରାଜଧାନୀରେ ହାୱଲା କାରବାର ଘଟଣା, ଜବତ 1 କୋଟିର ତଦନ୍ତ କରିବ ଆୟକର ବିଭାଗ

ରାଜଧାନୀରେ ପୋଲିସ ସହ ବେଟିଂ ପାଇଁ ସେଟିଂ ଘଟଣା । ହାୱଲା ଘଟଣାରେ ଜବତ ଏକ କୋଟିର ତଦନ୍ତ କରିବ ଆୟକର ବିଭାଗ ।

8. ରାଜ୍ୟରେ ପଛୁଆ ବର୍ଗ ସର୍ଭେ ସ୍ଥଗିତ

ରାଜ୍ୟରେ ହେବାକୁ ଥିବା ପଛୁଆ ବର୍ଗଙ୍କ ସର୍ଭେକୁ ସ୍ଥଗିତ ରଖାଯାଇଛି ।

9. ଆଇପିଏଲ 14: ଡବଲହେଡର ମ୍ୟାଚରେ ମୁମ୍ବାଇ-ରାଜସ୍ଥାନ ଲଢ଼େଇ

ଆଇପିଏଲ 2021 ସଂସ୍କରଣର ଖେଳାଯିବ ଡବଲ ହେଡର ମ୍ୟାଚ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ ।

10. ଏଥର ‘ଡାନ୍ସ ଦିୱାନେ 3’ର ଜଜ୍ ସାଜିବେ ସୋନୁ, 2 ସପ୍ତାହ ପାଇଁ ହଟିଲେ ମାଧୁରୀ

ନୋରା ଫତେହୀଙ୍କ ସହ ‘ଡାନ୍ସ ଦିୱାନେ 3’ରେ ନଜର ଆସିବେ ସୋନୁ । ମାଧୁରୀଙ୍କ ସ୍ଥାନରେ ସେ କରିବେ ଜଜ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.