ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - NEWS@1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Feb 13, 2021, 1:09 PM IST

1.ଅର୍ଥମନ୍ତ୍ରୀଙ୍କ ବୟାନ, ଦେଶକୁ ପ୍ରମୁଖ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଅଣାଯାଇଛି ସଂସ୍କାର

କୋଭିଡ୍‌-19 ସତ୍ତ୍ବେ ସରକାର ଭାରତକୁ ଏକ ପ୍ରମୁଖ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ସଂସ୍କାର ଆଣିଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ..

2.ପଞ୍ଚାୟତ ନିର୍ବାଚନ; ଓଡିଶା ଭୋଟରଙ୍କୁ ଭୋଟ ଦେବାକୁ ପ୍ରଲୋଭନ ଦେଖାଉଛି ଆନ୍ଧ୍ର !

ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଦାନ ଆରମ୍ଭ ହୋଇଥିବାବେଳେ ଭୋଟ ଦେବାକୁ ଆଜି ବି ଆନ୍ଧ୍ରର ଜଣେ ପ୍ରଶାସନିକ ଅଧିକାରୀ ପ୍ରଲୋଭିତ କରୁଥିବା ସୂଚନା ମିଳିଛି..

3.କାର୍ଲାପାଟ ହାତୀ ମୃତ୍ୟୁ ଘଟଣା, ତଦନ୍ତ ପାଇଁ କଳାହାଣ୍ଡିରେ ସ୍ବତନ୍ତ୍ର ଟିମ

କାର୍ଲାପାଟ ଅଭୟାରଣ୍ୟରେ ୧୦ ଦିନ ମଧ୍ୟରେ ୪ ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କଳାହାଣ୍ଡିରେ ପହଞ୍ଚିଲେ ଦୁଇ ଜଣିଆ ପ୍ରତିନିଧି ଦଳ..

4.ପଶ୍ଚିମ ଓଡିଶାରେ ଧାନ ବିକ୍ରି ସମସ୍ୟା, ବିଜେପିର 3 ଘଣ୍ଟିଆ ଚକା ଜାମ୍

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପଶ୍ଚିମ ଓଡ଼ିଶାରେ ବିଜେପିର ଚକା ଜାମ ଆନ୍ଦୋଳନ..

5.ମେହବୁବା ମୁଫତିଙ୍କୁ ଅଟକ ରଖିଲା କାଶ୍ମୀର ପୋଲିସ

ପିଡିପି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଅଟକ ରଖିଲା କାଶ୍ମୀର ପୋଲିସ..

6.ରାଜ୍ୟର ପ୍ରଥମ ଇଥାନଲ୍ ଉତ୍ପାଦନକାରୀ କମ୍ପାନୀକୁ ମିଳୁନି ପାଣି

ସାରା ରାଜ୍ୟରେ ପ୍ରଥମ ଥର ସବୁଜ ତୈଳ ଉତ୍ପାଦନ କରି ଆଇଓସିଏଲକୁ ଇଥାନଲ୍ ଯୋଗାଇ ଥିବା ସଂସ୍ଥାକୁ ମିଳୁନି ପାଣି..

7.ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଟିମ୍‌କୁ ମୋଦିଙ୍କ ଶୁଭେଚ୍ଛା

ଆସନ୍ତା 20 ତାରିଖରେ ମୁମ୍ବାଇରେ ଆୟୋଜିତ ହେବ ଦାଦା ସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ 2021..

8.ସ୍କୁଲ ଖୋଲିବା ପରେ ଅଭିଭାବକ-ଶିକ୍ଷକଙ୍କ ବୈଠକ ଆରମ୍ଭ

ଆରମ୍ଭ ହେଲା ଶିକ୍ଷକ ଅଭିଭାବକ ବୈଠକ । ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଚାଲିଛି ଅଭିଭାବକଙ୍କ ବୈଠକ..

9.ରାଜୀବଙ୍କ ମୃତ୍ୟୁରେ ମର୍ମାହତ ଭାଇ ରଣଧୀର

ହୃଦଘାତରେ ଦୁନିଆ ଛାଡି ଚାଲିଯାଇଛନ୍ତି ରାଜୀବ । ଭାଇଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ରଣଧୀର..

10.ଚେନ୍ନାଇ 2ୟ ଟେଷ୍ଟ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 106/3

ପ୍ରଥମେ ଟସ୍‌ ଜିତି ଭାରତ ବ୍ୟାଟିଂ ଜାରି ରଖିଛି । ତେବେ ଲଞ୍ଚ ବ୍ରେକ ସୁଦ୍ଧା ଭାରତୀୟ ଦଳ 3ଓ୍ବିକେଟ ହରାଇ 106ରନ୍‌ ସଂଗ୍ରହ କରିଛି..

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.