ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 3, 2022, 11:02 AM IST

1.ଆଜିଠୁ ୪ଦିନିଆ ଆସାମ ଓ ମିଜୋରାମ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ଆଜିଠୁ ୪ଦିନିଆ ଆସାମ ଓ ମିଜୋରାମ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

2.World Press Independence Day: ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ

ଆଜି ବିଶ୍ବ ପ୍ରେସ ସ୍ବାଧିନତା ଦିବସ । ଗଣମାଧ୍ୟମ ଆମର ଗଣତାନ୍ତ୍ରିକ ମୂଳଦୁଆକୁ ମଝବୁତ କରିଛି ।

3.ସାମୁଦ୍ରିକ ଝଡ ଫନୀକୁ ୩ବର୍ଷ, ଧ୍ବଂସ ବିଧ୍ବସ୍ତ ହୋଇଥିଲା ରାଜଧାନୀ

୨୦୧୯ ଆଜିର ଦିନରେ ଓଡିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନୀ । ଯାହାର ପ୍ରଭାବ ଭୁବନେଶ୍ବର ଓ ପୁରୀ ଉପରେ ଅଧିକ ରହିଥିଲା ।

4.Communal Clashes: ଯୋଧପୁରରେ ସାମ୍ପ୍ରଦାୟିକ ହିଂସା, ବନ୍ଦ ହେଲା ଇଣ୍ଟରନେଟ ସେବା

ଇଦ୍ ପୂର୍ବରୁ ରାଜସ୍ଥାନ ଯୋଧପୁରରେ ସାମ୍ପ୍ରଦାୟିକ ହିଂସାକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ ପରେ ଇଣ୍ଟରନେଟ ସେବା ବନ୍ଦ କଲା ପ୍ରଶାସନ ।

5.କେନ୍ଦୁଝରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ, ଜଣେ ଗୁରୁତର

ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ଡିଆନାଳି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ପ୍ରାଣହାନୀ ହୋଇଛି ।

6.ଆଜି ପବିତ୍ର ଅକ୍ଷୟ ତୃତୀୟା, ବାଲୁକା ଚିତ୍ରକଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ଦିନରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଶୁଭେଚ୍ଛା ଜଣାଇଛନ୍ତି ।

7.ତରୁଣ କପୁର ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା

ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର ।

8.ଆଜିଠୁ ଚାରିଧାମ ଯାତ୍ରା ଆରମ୍ଭ, ଉତ୍ତରାଖଣ୍ଡ ସରକାରଙ୍କ ପ୍ରସ୍ତୁତି ଜୋରଦାର

ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ ଚାରିଧାମ ଯାତ୍ରା ପାଇଁ ଛୁଟିଲା ଶ୍ରଦ୍ଧାଳୁଙ୍କ ସୁଅ । ରାଜ୍ୟସଭା ସାଂସଦ ଯୋଗାଇଲେ ୨୫ଟି ବସ୍ ସେବା ।

9.ଆଜିଠୁ ଯୋଗୀଙ୍କ 3 ଦିନିଆ ଉତ୍ତରାଖଣ୍ଡ ଗସ୍ତ, ମା ଓ ଭଉଣୀଙ୍କୁ କରିପାରନ୍ତି ସାକ୍ଷାତ

ତିନି ଦିନିଆ ଉତ୍ତରାଖଣ୍ଡ ଗସ୍ତ କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ମା’ ଓ ଭଉଣୀଙ୍କୁ କରିପାରନ୍ତି ସାକ୍ଷାତ ।

10.ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରାଣହରାଇଲେ ପତିପତ୍ନୀ

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ଫେରିବା ବେଳେ ଦମ୍ପତ୍ତିଙ୍କୁ ଡାକି ନେଲା କାଳ । ଭଦ୍ରକ ଜିଲ୍ଲାର ରାଣୀତାଲ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.