ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 2, 2022, 11:01 AM IST

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-Odisha Corona Report: ଦିନକରେ 11 ପଜିଟିଭ ଚିହ୍ନଟ

ରାଜ୍ୟରେ ଗତ 24 ଘଣ୍ଟାରେ 11 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 87 ସକ୍ରିୟ ମାମଲା ରହିଛି ।

2-ପାଞ୍ଚ ଦିନ ପରେ ପୁଣି ଖୋଲିଲା ସ୍କୁଲ, ସକାଳ 6ରୁ 9 ଯାଏଁ ପାଠପଢା

ପ୍ରଚଣ୍ଡ ଖରାକୁ ଆଖି ଆଗରେ ରଖି ଦୀର୍ଘ ୫ ଦିନ ହେଲା ବନ୍ଦ ରହିଥିବା ସ୍କୁଲ ଆଜିଠୁ ପୁଣି ଖୋଲିଛି । ଆଜି ସକାଳ ୬ ଟାରୁ ୯ ଟା ଯାଏଁ ଚାଲିବ ସ୍କୁଲ ।

3-ତେଜୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି, ଆଜି 12 ଘଣ୍ଟିଆ ଦେବଗଡ ବନ୍ଦ

ତେଜୁଛି ବିଡ଼ିଓ ବିଧାୟକ ବିବାଦ । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଏବଂ ତିଲେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଗିରଫ ଦାବିରେ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି ।

4-ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, 9 ଆହତ

ଭଦ୍ରକ ଜିଲ୍ଲା ବାରସର ପଞ୍ଚାୟତ ଚାରିବୃତ୍ତି ଗାଁରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୯ ଜଣ ଆହତ ହୋଇଛନ୍ତି ।

5-India Corona Report: ଦିନକରେ 3,157 ସଂକ୍ରମିତ, 26 ମୃତ

ଦେଶରେ କାୟା ମେଲାଉଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି 3,157 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3,157 fresh covid cases) ।

6-Raj Thackeray Rally: ଠାକରେଙ୍କ ଚେତାବନୀ, ମେ’ 3 ସୁଦ୍ଧା ଲାଉଡସ୍ପିକର ହଟାଓ, ନଚେତ୍‌...

ପୁଣି ତେଜିଲା ଲାଉଡ ସ୍ପିକର ବିବାଦ । ମହାରାଷ୍ଟ୍ର ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ MNS ମୁଖ୍ୟ ରାଜ ଠାକରେ ।

7-Shaheen Bagh Drug Haul Case: ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ଦିଲ୍ଲୀ ଶାହିନବାଗ(Delhi's Shaheen Bagh)ରେ ୧୦୦ କୋଟିର ହିରୋଇନ ଜବତ ଘଟଣା । ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ ।

8-ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ କୁଇନ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଲେ ବଲିଉଡ କୁଇନ କଙ୍ଗନା ରଣାୱତ ।

9-ହସ୍ପିଟାଲରୁ ଘରକୁ ଫେରିଲେ ଧର୍ମେନ୍ଦ୍ର, କହିଲେ ଗୁଜବ ଉପରେ ବିଶ୍ବାସ କରନ୍ତୁନି

ହସ୍ପିଟାଲରୁ ଘରକୁ ଫେରିଲେ ବଲିଉଡର ବର୍ଷିୟାନ୍ କଳାକାର ଧର୍ମେନ୍ଦ୍ର । ରବିବାର ଅର୍ଥାତ୍‌ ଗତକାଲି ହଠାତ୍‌ ଖବର ସାମ୍ନାକୁ ଆସିଥିଲା ଅଭିନେତା ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

10-IPL 2022: ସନରାଇଜର୍ସକୁ 13 ରନରେ ହରାଇଲା ସୁପରକିଙ୍ଗ୍ସ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର (IPL 2022) ୪୬ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦକୁ 13 ରନରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.