ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Feb 14, 2022, 11:00 AM IST

1.ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି

ଆଜି (ସୋମବାର) ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ।

2.Panchayat Election: ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଆଉ ଗୋଟିଏ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ଏହା ପୂର୍ବରୁ ଆଜି ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ।

3.ଚୀନ ଉପରେ ଡିଜିଟାଲ ଷ୍ଟ୍ରାଇକ: ଭାରତରେ 54 ଆପ୍‌ ବ୍ୟାନ

ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଚୀନରେ ୫୪ ମୋବାଇଲ ଆପଲିକେସନକୁ ବ୍ୟାନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

4.Odisha corona: ହଜାରେ ତଳକୁ ଖସିଲା ସଂକ୍ରମଣ

ରାଜ୍ୟରେ ଗତ 24 ଘଣ୍ଟାରେ 859 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 57,840ରେ ପହଞ୍ଚିଛି ।

5.INDIA CORONA: କମୁଛି ସଂକ୍ରମଣ, ଦିନକରେ ୩୪୧୧୩ ପଜିଟିଭ ୩୪୬ ମୃତ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪,୧୧୩ ନୂଆ ସଂକ୍ରମିତ ଚିହ୍ନଟ ।

6.ରାଜଧାନୀରେ ମହିଳା ଜିଅନ୍ତା ଜଳିବା ଘଟଣା, ସ୍ବାମୀ ଗିରଫ

ମଞ୍ଚେଶ୍ବର‌ଥାନା ପଳାଶୁଣି କପିଳେଶ୍ବର ବିହାର ମହିଳାଙ୍କ‌ ଦେହରେ ନିଆଁ ଲାଗିବା ଘଟଣା । ଅଭିଯୁକ୍ତ ସ୍ବାମୀକୁ ଗିରଫ କଲା ପୋଲିସ ।

7.Assembly Polls 2022: ଭୋଟ ଦେଉଛି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆ

ଆରମ୍ଭ ହେଲା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟ୍ ଦେବା ପାଇଁ ବୁଥରେ ପହଞ୍ଚିଲେ ଭୋଟର । ସେପଟେ ଗୋଆ ଓ ଉତ୍ତରଖଣ୍ଡରେ ମଧ୍ୟ ମତଦାନ ଆରମ୍ଭ ହୋଇଯାଇଛି ।

8.ପୁଲୱାମା ଆତଙ୍କୀ ଆକ୍ରମଣକୁ ୩ ବର୍ଷ: ବୀର ପୁଅକୁ ହରାଇ ଆଜି ବି ଗୁମୁରି କାନ୍ଦୁଛି ଦେଶ

2019 ମସିହା ଫେବୃଆରୀ 14 ତାରିଖରେ ଦେଶକୁ ଦୋହଲାଇ ଦେଇଥିଲା ଏହି ଆକ୍ରମଣ । ଆଜି ଏହି ଆକ୍ରମଣକୁ ୩ ବର୍ଷ ପୂରଣ ହୋଇଛି । ଆକ୍ରମଣ ସେ ଦୃଶ୍ୟ ଆଖି ପଲକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି ।

9.ଚଳିତ ବର୍ଷ ISROର ପ୍ରଥମ ମହାକାଶ ମିଶନ, ଉତକ୍ଷେପଣ ହେଲା PSLV-C52

ସଫଳତାର ସହ ଉତକ୍ଷେପଣ ହୋଇଛି PSLV-C୫୨ । ଭାରତୀୟ ମହାକାଶ ଓ ଗବେଷଣା ପ୍ରତିଷ୍ଠାନ (ISRO) ଆଜି ସମୟ 6ଟା 17ରେ PSLV-C୫୨ର ସଫଳ ଉତକ୍ଷେପଣ କରିଛି ।

10.Rakhi And Ritesh Separated: ପ୍ରେମ ଦିବସ ପୂର୍ବରୁ ସ୍ବାମୀଙ୍କଠୁ ଅଲଗା ହେଲେ କଣ୍ଟ୍ରୋଭର୍ସି କୁଇନ

ବଲିଉଡ୍‌ର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ରାକ୍ଷୀ ସାୱନ୍ତଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ରାକ୍ଷୀ ସାୱନ୍ତ ସ୍ୱାମୀ ରିତେଶ ସିଂଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.