ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 16, 2021, 11:03 AM IST

୧. ଆଜି ଉଦଘାଟନ ହେବ ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ କାର୍ଯ୍ୟାଳୟ

ଆଜି (ଗୁରୁବାର) ଠାରୁ ବଦଳିଯିବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ (Defence Ministry)ର ଠିକଣା । ବର୍ତ୍ତମାନର କାର୍ଯ୍ୟାଳୟ ହୋଇଯିବ ଇତିହାସ ।

୨. ହୀରାକୁଦରେ 24 ଗେଟ ଖୋଲା, ମାଳତୀ ଗୁଣ୍ଡେରପୁର ବ୍ରିଜ ଉପରେ ୪ ଫୁଟର ପାଣି

ହୀରାକୁଦ ଡ୍ୟାମର 24 ଟି ଗେଟ ଯୋଗେ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ସୁବର୍ଣ୍ଣପୁର ରାସ୍ତାର ମାଳତୀ ଗୁଣ୍ଡେର ପୁର ସ୍ଥିତ ବ୍ରିଜ ଉପରେ 4 ଫୁଟ ପାଣି ପ୍ରବାଭିତ ହେଉଛି ।

୩. ଗୁଜୁରାଟ ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଆଜି

ଆଜି ଶପଥ ନେବେ ଗୁଜୁରାଟ ନୂଆ ମନ୍ତ୍ରୀ ମଣ୍ଡଳର ସମସ୍ତ ନେତା । ଅପରାହ୍ନ ୧.୩୦ ରେ ଗାନ୍ଧୀନଗର ସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ନେବେ ।

୪. ରସଗୋବିନ୍ଦପୁରରୁ ଉଡିବ ବିମାନ; ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍

କାର୍ଯ୍ୟକ୍ଷମ ହେବ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମୟୂରଭଞ୍ଜ ଅମରଦା ରୋଡ(ରାସଗୋବିନ୍ଦପୁର)ରେ ଥିବା ବିମାନବନ୍ଦର । ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ କେନ୍ଦ୍ରମନ୍ତ୍ରୀ ହେବା ପରେ ଏହି ପ୍ରକ୍ରିୟା ଏବେ ଜୋରଦାର ହୋଇଛି । ଆଜି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ ।

୫. ଖୋଲିଲା ହୀରାକୁଦର 24ଟି ଗେଟ୍

ଖୋଲିଲା ହୀରାକୁଦ ଜଳଭଣ୍ଡାରର 24ଟି ସ୍ଲୁଇସ ଗେଟ୍ । ଦୀର୍ଘଦିନ ହେବ ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ ବନ୍ଦ ରହିଥିଲା ।

୬. ଦେଶରେ ୭୬ କୋଟି ଅତିକ୍ରମ କଲା କୋରୋନା ଟୀକାକରଣ

ମହାମାରୀକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । ଦେଶରେ ଟୀକାକରଣ ୭୬ କୋଟି ଅତିକ୍ରମ କରିଛି ।

୭. ଥମୁନି ଲଜ୍ୟା, ସାବତ ଝିଅକୁ ଦୁଷ୍କର୍ମ କଲା ସୈତାନ ବାପା

ସାବତ ଝିଅକୁ ଦୁଷ୍କର୍ମ କଲା ସୈତାନ ବାପା । ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ସାବତ ବାପାକୁ ଗିରଫ କରିଛି ଭିରାର ପୋଲିସ ।

୮. ପଞ୍ଚାୟତରେ ନାହିଁ ଜଳସେଚନ, ପାନୀୟଜଳ ଯୋଗାଣ ବ୍ୟବସ୍ଥା

ଗୋଟିଏ ପଟରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ ସୃଷ୍ଟି ହୋଇଥିଲା । ସେପଟେ କିନ୍ତୁ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ପଞ୍ଚାୟତ, ଯେଉଁଠି ଏଭଳି ସମୟରେ ମଧ୍ୟ ଜଳସେଚନ ଓ ପାନୀୟଜଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

୯. ଆଜି ପବିତ୍ର ସୁଦଶା ବ୍ରତ, ମା'ଲକ୍ଷ୍ମୀଙ୍କୁ ଆରଧନା କରିବେ ମହିଳା

ଆଜି ପବିତ୍ର ସୁଦଶା ବ୍ରତ । ଯେ କୌଣସି ମାସର ଶୁକ୍ଳପକ୍ଷ ଦଶମୀ ତିଥିରେ ଗୁରୁବାର ପଡିଲେ ସେ ତିଥିରେ ସୁଦଶା ବ୍ରତ ପାଳନ କରାଯାଏ । ଓଡିଆଙ୍କ ପର୍ବ ମଧ୍ୟରୁ ଏହା ଏକ ବଡ ପର୍ବ ।

୧୦. ସୋନୁଙ୍କ ଘରେ ଆୟକର ବିଭାଗର ଚଢାଉ, ୨୦ଘଣ୍ଟା ଧରି ଯାଞ୍ଚ କଲା ଟିମ୍‌

ସୋନୁଙ୍କ ଆକାଉଣ୍ଟରେ ଗଡବଡ ଥିବା ନେଇ ବୁଧବାର ମୁମ୍ବାଇସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ଆୟକର ବିଭାଗ ଚଢାଉ କରିଥିଲା । ପ୍ରାୟ ୨୦ଘଣ୍ଟା ଧରି କାଗଜପତ୍ର ଯାଞ୍ଚ କରିଥିଲା ଆୟକର ବିଭାଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.