ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 11, 2021, 11:03 AM IST

1. ଭିଜିଲାନ୍ସ ପଞ୍ଝାରେ କୋଟିପତି ପିଇଓ

ଭିଜିଲାନ୍ସ ପଞ୍ଝାରେ କୋଟିପତି ପିଇଓ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ ।

2. Parliament Monsoon Session; ଆଜି ସଂସଦ ହୋଇପାରେ ସାଇନ-ଏ-ଡାଏ !

ଆଜି ସଂସଦର ଉଭୟ ସଦନକୁ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିବା ପାଇଁ ସରକାର ପ୍ରସ୍ତୁତି କରିଦେଇଥିବା କୁହାଯାଉଛି ।

3. କାଲି କମିଲା,ଆଜି ବଢିଲା: ୨୪ ଘଣ୍ଟାରେ 38,353 ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ 38 ହଜାର 353 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲି ରିପୋର୍ଟ ହୋଇଥିବା 28,204 ତୁଳନାରେ 36 ପ୍ରତିଶତ ଅଧିକ।

4. କମୁନି କୋରୋନା ମୃତ୍ୟୁ ତାଣ୍ଡବ, ଆଉ ୬୫ ଆକ୍ରାନ୍ତ ମୃତ

ଆଜି(ଗୁରୁବାର) ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

5. ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ନିର୍ଭୟ ମିସାଇଲର ପରୀକ୍ଷଣ

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର 3ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷଣ ହେଲା ଲଙ୍ଗରେଞ୍ଜ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ ।

6. ରାତି ପାହିଲେ ଜିସାଟ-୧ ଲଞ୍ଚ କରିବ ଇସ୍ରୋ, କାଉଣ୍ଟଡାଉନ ଆରମ୍ଭ

ଜିସାଟ-୧ ଲଞ୍ଚ ପାଇଁ ଇସ୍ରୋର କାଉନଡାଉନ ଆରମ୍ଭ ହୋଇଯାଇଛି । ପୃଥିବୀ ଉପରେ ନଜର ରଖିବା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଆସନ୍ତାକାଲି (ଗୁରୁବାର) ସକାଳ ୫ଟା ୪୫ମିନିଟରେ ଜିଓ ଇମେଜିଂ ସାଟେଲାଇଟ-୧ ଉତକ୍ଷେପଣ କରିବ ।

7. ପେଗାସସକୁ ନେଇ ସୁପ୍ରିମକୋର୍ଟଙ୍କ ଶକ୍ତ ଟିପ୍ପଣୀ; ସୋସିଆଲ ମିଡିଆରେ ଡିବେଟ ମନା

ପେଗାସସ ମାମଲାର ଶୁଣାଣି ପୂର୍ବରୁ ଶକ୍ତ ଟିପ୍ପଣୀ ଦେଇଛି ସୁପ୍ରିମକୋର୍ଟ । ମାମଲାର ଗୁରୁତ୍ବ ଦୃଷ୍ଟିରୁ ସୋସିଆଲ ମିଡିଆରେ ବିତର୍କ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

8. ଅଲଗା ହେଲେ ଚର୍ଚ୍ଚିତ IAS ଟିନା-ଅଥର

ଅଲଗା ହେଲେ ଦୁଇ ଚର୍ଚ୍ଚିତ ଆଇଏଏସ ଟିନା ଦାବି ଓ ଅଥର ଖାନ । ବିବାହର ୩ ବର୍ଷ ପରେ ଏହି ଯୋଡିଙ୍କର ହୋଇଛି ବିବାହ ବିଚ୍ଛେଦ ।

9. ଅନନ୍ତନାଗରେ ବିଜେପି ନେତା ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ ଘଟଣା, ନିନ୍ଦା କଲେ ନଡ୍ଡା

ଜମ୍ମୁ କାଶ୍ମୀର ଅନନ୍ତନାଗରେ ବିଜେପି ସରପଞ୍ଚ ଗୁଲାମ ରସୁଲ ଦାର ଏବଂ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା । ଏହାକୁ ନିନ୍ଦା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

10. ତେଲେଙ୍ଗାନାରେ ଚାଞ୍ଚଲ୍ୟ, କାର ଭିତରେ ବିଜେପି ନେତାଙ୍କୁ ଜିଅନ୍ତା ଜାଳିଦେଲେ

କାର୍ ମଧ୍ୟରେ ବିଜେପି ନେତାଙ୍କୁ ଜୀବନ୍ତ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ତେଲେଙ୍ଗାନାର ମେଦକରେ ଘଟିଛି ଏପରି ଲୋମହର୍ଷଣକାରୀ ଘଟଣା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.