ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 15, 2022, 11:05 AM IST

ନଜର ପକାନ୍ତୁ ବର୍ତ୍ତମାନର ବଡ ଖବର ଉପରେ ।

Etv Bharat
ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ପୁରୀରେ OCA ନିର୍ବାଚନ ରଣନୀତି ପ୍ରସ୍ତୁତ, ପ୍ରଣବ ପ୍ରକାଶ ସଭାପତି ପ୍ରାର୍ଥୀ

2.ଆସନ୍ତା 23ରେ 36ଟି OneWeb ଉପଗ୍ରହ ଉତକ୍ଷେପଣ କରିବ ISRO

3.Dhamnagar Bypoll: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଜାରି, ବାଦ୍ ପଡିଲେ ମୋକିମ୍

4.ମହଙ୍ଗା ପଡିଲା ସ୍କୁଲ ପରିସରରେ ମଦ୍ୟପାନ, ଦୁଇ ପ୍ରଧାନଶିକ୍ଷକ ନିଲମ୍ବିତ

5.କୋଇଲା ଖଣିରେ ବିସ୍ଫୋରଣ: ୨୮ ଶ୍ରମିକ ମୃତ, ଫସିଛନ୍ତି ଅନେକ

6.ନାବାଳକ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍

7.କଲେଜ ପଛପଟୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଅଭିଯୁକ୍ତ ଅଟକ

8.Dhamnagar Battle: BJP-BJDର ଷ୍ଟାର ପ୍ରଚାରକ ତାଲିକା, ପ୍ରଚାର ମଙ୍ଗ ଧରିବେ ୩ କେନ୍ଦ୍ରମନ୍ତ୍ରୀ

9.ଏକତାଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା, କହିଲେ ଯୁବ ପିଢିଙ୍କ ମସ୍ତିଷ୍କକୁ ଦୂଷିତ କରୁଛନ୍ତି ଏକତା

10.ମହିଳା ଏସିଆ କପ : ଭାରତ ଶ୍ରୀଲଙ୍କା ମଧ୍ୟରେ ହେବ ମହାମୁକାବିଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.