ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 2, 2021, 11:12 AM IST

1.ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି

ଆଉ କିଛି ସମୟ ମଧ୍ୟରେ ଓଡିଶାରେ ପହଞ୍ଚିବେ ଉପରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଏୟାର ପୋର୍ଟରେ ପହଞ୍ଚିବା ପରେ ରାଜଭବନ ଯିବେ ଭେଙ୍କେୟା ।

2.ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଜନା ପଣ୍ଡ, ଅଳ୍ପକେ ବର୍ତ୍ତିଲେ ଯବାନ

ଦୁଇଟି ଜୀବନ୍ତ ଲ୍ୟାଣ୍ଡମାଇନକୁ ଉଦ୍ଧାର କରି ବିସ୍ପୋରଣ କରି ନଷ୍ଟ କଲେ ITBP ଯବାନ।

3.କନ୍ଧମାଳ ଗସ୍ତରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ; ପ୍ରସ୍ତାବିତ ମେଡିକାଲ କଲେଜର କରିବେ ସମୀକ୍ଷା

କନ୍ଧମାଳ ଗସ୍ତରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତୃତ୍ବରେ ଯାଇଛନ୍ତି ପ୍ରତିନିଧି ଦଳ ।

4.ଆତଙ୍କବାଦୀ-ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳିବିନିମୟ, 3 ଆତଙ୍କୀ ସଫା

ଶୁକ୍ରବାର ସକାଳୁ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି ।

5.ପୁଣି ବୃଦ୍ଧି ପାଉଛି କୋରୋନା; ଦେଶରେ ଦିନକରେ 81 ହଜାର ସଂକ୍ରମଣ, 469 ମୃତ

ଦେଶରେ ଚିନ୍ତା ବଢାଇଲାଣି ମହାମାରୀ କୋରୋନା । ଆକ୍ଟିଭ କେସ ପହଞ୍ଚିଲା 6 ଲକ୍ଷ 14 ହଜାର 696 ।

6.କୋରୋନା ସଂକ୍ରମିତ ନବଜାତ ଜାଆଁଳା ଶିଶୁ

ଭଦୋଦରାର ଦୁଇ ଜଣ ଯାଆଁନ୍ତି ଶିଶୁ ପଜିଟିଭ୍ ଆସିଛନ୍ତି। ସେମାନେ ଜନ୍ମ ହେବାର ପ୍ରାୟ 15 ଦିନ ପରେ ପଜିଟିଭି ଆସିଥିବା ଜଣାପଡିଛି।

7.ସଡକ ଓ ସେତୁ ନିର୍ମାଣ ପାଇଁ ଓଡିଶାକୁ 488 କୋଟି

ରାଜ୍ୟରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟର ଆଉ ଏକ ବଡ ନିବେଶ । ଜାତୀୟ ରାଜପଥ ଓ ସେତୁ ନିର୍ମାଣରେ ଖର୍ଚ୍ଚ କରିବ 488 କୋଟି ଟଙ୍କା ।

8.4 ଲକ୍ଷ ଟଙ୍କାରେ ଚାଲିଥିଲା ବାଘ ଛାଲ ଡିଲ, କାବୁ କଲା ଏସଟିଏଫ

ବାଘ ଛାଲ ବେପାର ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

9.ଅନାସ୍ଥା ପ୍ରସ୍ଥାବ ଘଟଣା ପଛରେ ଅରୁଣ ସାହୁଙ୍କ ହାତ; ସୌମ୍ୟରଞ୍ଜନ

ଅନସ୍ଥା ପ୍ରସ୍ତାବ ନୋଟିସ ଆସିବା ପରେ ବର୍ଷିଲେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ। ଅନାସ୍ଥା ପ୍ରସ୍ତାବ ଆସିବା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଛନ୍ତି ସୌମ୍ୟ ।

10.କୋରୋନା କବଳରେ ଆଲିଆ

କିଛି ଦିନ ମଧ୍ୟରେ ବଲିଉଡର ଅନେକ ସେଲିବ୍ରିଟିଙ୍କ କୋରୋନା ସଂକ୍ରମିତ ହୋଇସାରିଲେଣି । ଏଥର ଆଲିଆଙ୍କୁ ନେଇ ଏହି ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.