ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 5, 2022, 1:01 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଶ୍ରୀମନ୍ଦିରରେ ବିଜୟାଦଶମୀ ନୀତି, ରାଜରାଜେଶ୍ବର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆଜି ପବିତ୍ର ଦଶହରା ତଥା ବିଜୟାଦଶମୀ । ଏନେଇ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବିଜୟା ଦଶମୀ ନୀତି

2.Weather Update: ଆଜିଠୁ ରାଜ୍ୟରେ କମିବ ବର୍ଷା

ଦୁର୍ବଳ ହେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ । ଆଜିଠୁ ରାଜ୍ୟରେ କମିବ ବର୍ଷା ।

3.ଲଘୁଚାପ ବର୍ଷାରେ ଭିଜିଲା ପୂଜା, ପାଣିଚିଆ କଲା ଖୁସି

ନୟାଗଡ଼ ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଉଥିବା ବେଳେ ଲଘୁଚାପ ବର୍ଷା ଖୁସିକୁ ଫିକା କରିଦେଇଛି

4.ବଢିବ ନୌସେନା ବଳ, ଆସୁଛି ପ୍ରଥମ ମଣିଷ ବୁହା ଡ୍ରୋନ ବରୁଣ

ମଣିଷ ବୋହିବ ଡ୍ରୋନ ବରୁଣ । ଦେଶର ପ୍ରଥମ ମଣିଷ ବୁହା ଡ୍ରୋନ ତଆରି କରିଛନ୍ତି ପ୍ରତିରକ୍ଷା ଇଞ୍ଜିନିୟର ସାଗର । ଜାଣନ୍ତୁ ବରୁଣ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ

5.ଆଜି ଲୋକାର୍ପିତ ହେବ AIIMS ବିଳାଶପୁର, ଦେଖନ୍ତୁ ଭିଡିଓ

ହିମାଚଳ ପ୍ରଦେଶର ବିଳାଶପୁରରେ ନିର୍ମିତ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ସଂସ୍ଥାନ (AIIMS)କୁ ଆଜି ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ ମୋଦି

6.ଆଜିଠୁ 7 ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ

ଆଜିଠୁ ଅକ୍ଟୋବର 11 ତାରିଖ ଯାଏଁ ବିଦେଶ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଗସ୍ତରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ।

7.ଚୂଡାନ୍ତ ହେଲା KCRଙ୍କ ଜାତୀୟ ଦଳ: TRS ହେବ BRS, ଆଜି ଅପରାହ୍ନରେ ଆନୁଷ୍ଠାନିକ ଘୋଷଣା

ଜାତୀୟ ରାଜନୀତିକୁ ପ୍ରବେଶ କଲେ କେସିଆର (KCR has finalized name of his new party)। TRS ହେଲା BRS । ଆଜି ଅପରାହ୍ନରେ ଦଳର ସାଧାରଣ ପରିଷଦ ବୈଠକ ପରେ ଆନୁଷ୍ଠାନିକ ଘୋଷଣା କରିବେ କେସିଆର । 2024 ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିରେ କରିବେ ପ୍ରବେଶ

8.ହିଜବ ଉଲ ମୁଜାହିଦ୍ଦିନ ଓ LeTର ୧୦ ସଦସ୍ୟ ଆତଙ୍କବାଦୀ ଘୋଷିତ

ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବା ଓ ହିଜବ ଉଲ୍-ମୁଜାହିଦ୍ଦିନର ୧୦ ଜଣ ସଦସ୍ୟ ଆତଙ୍କବାଦୀ ଘୋଷିତ

9.ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା ଦଳ ଘୋଷଣା

ଲକ୍ଷ୍ନୌରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟିଦ ମୁସ୍ତାକ ଅଲି ଟ୍ରଫି । ସୟିଦ ମୁସ୍ତାକ ଅଲି ଟ୍ରଫି ପାଇଁ ଓଡିଶା କ୍ରିକେଟ ସଂଘ ୧୬ ଜଣିଆ ସ୍କ୍ବାଡ ଘୋଷଣା କରିଛି

10.Film English Vinglish: ନିଲାମ ହେବ ଶ୍ରୀଦେବୀଙ୍କ ଶାଢୀ

ଆଜି (5 ଅକ୍ଟୋବର) ହେଉଛି ଇଂଲିଶ୍‌ ଭିଙ୍ଗଲିସ୍‌ର ଦଶମ ବାର୍ଷିକୀ । ଏହି ଅବସରରେ ଶ୍ରୀଦେବୀ ଫିଲ୍ମରେ ପିନ୍ଧିଥିବା ଶାଢୀକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ଦ୍ଦେଶକ ଗୌରୀ ସିନ୍ଦେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.