ETV Bharat / bharat

ଆସାମରେ ଆଜି 4 ସଭାକୁ ସମ୍ବୋଧିତ କରିବେ ଶାହ

ଆଜି ଆସାମରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 4 ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ଅମିତ ଶାହ । ଅଧିକ ପଢନ୍ତୁ...

today amit saha 4 rally in assam for second phase election
ଆସାମରେ ଆଜି 4 ଟି ସଭାକୁ ସମ୍ବୋଧିତ କରିବେ ଶାହ
author img

By

Published : Mar 26, 2021, 11:25 AM IST

ଗୌହାଟୀ: ଆସାମ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହ । ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 4 ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ଅମିତ ଶାହ ।

ଆସାମରେ ଆସନ୍ତାକାଲି ଅର୍ଥାତ 27 ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ପଡିବାକୁ ଆଉ କିଛି ସମୟ ବାକି ଥିବାବେଳେ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ବାଚନ ପ୍ରଚାର । ଆସାମରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଅମିତ ଶାହ 4 ଟି ନିର୍ବାଚନ ରାଲିକୁ ସମ୍ଭୋଧିତ କରିବେ । ଆଜି ଗୃହମନ୍ତ୍ରୀ ଆସାମର କମାଲପୁର,ଜାଗରୋଡ,ପଥରକାଣ୍ଡି ଓ ସିଲଚରରେ ନିର୍ବାଚନୀସଭାରେ ପ୍ରଚାର କରିବେ । ବିଜେପି ଆସାମରେ ନିଜର ପାଞ୍ଚ ବର୍ଷର ବିକାଶମୂଳକ କାର୍ଯ୍ୟକୁ ନେଇ ଜନତାଙ୍କ ପାଖକୁ ଯାଉଛି ବୋଲି ଅମିତ ଶାହ କହିଛନ୍ତି ।

ସୂଚନାଥାଉକି 27 ମାର୍ଚ୍ଚ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପଶ୍ଚମବଙ୍ଗର 30 ଟି ଆସନ ଓ ଆସାମର 47 ଟି ଆସନରେ ଭୋଟ ଗ୍ରହଣ କରାଯିବ । ଆସାମ ପଶ୍ଚିମବଙ୍ଗ,ଆସାମ ସମେତ ତାମିଲନାଡୁ,ପୁଡୁଚେରୀ ଓ କେରଳରେ ହେବ ନିର୍ବାଚନ । ମାର୍ଚ୍ଚ 27ରୁ ଅପ୍ରେଲ 29 ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମେ 2 ରେ ଫଳାଫଳ ଘୋଷଣା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.