ETV Bharat / bharat

ଟୀକାକରଣ କ୍ଷେତ୍ରରେ ତେଲେଙ୍ଗାନା ପ୍ରଥମ - ତେଲେଙ୍ଗାନା ଖବର

ଘରୋଇ ହସ୍ପିଟାଲମାନଙ୍କରେ ଟୀକାକରଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ତେଲେଙ୍ଗାନା ପ୍ରଥମ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଟୀକାକରଣ କ୍ଷେତ୍ରରେ ତେଲେଙ୍ଗାନା ପ୍ରଥମ
ଟୀକାକରଣ କ୍ଷେତ୍ରରେ ତେଲେଙ୍ଗାନା ପ୍ରଥମ
author img

By

Published : Mar 30, 2021, 8:17 PM IST

ହାଇଦ୍ରାବାଦ: କୋଭିଡ ଟୀକାକରଣ କ୍ଷେତ୍ରରେ ତେଲେଙ୍ଗାନାକୁ ସଫଳତା । ରାଜ୍ୟର ଘରୋଇ ହସ୍ପିଟାଲମାନଙ୍କରେ ଟୀକାକରଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ତେଲେଙ୍ଗାନା ରାଜ୍ୟରେ ନଂ 1 ସ୍ଥାନରେ ରହିଛି । ଏନେଇ ଆନୁଷ୍ଠାନିକ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

48.39 ପ୍ରତିଶତ ଟୀକାକରଣ ସହ ତେଲେଙ୍ଗାନା ପ୍ରଥମ ସ୍ଥାନରେ ଥିବାବେଳେ 43.11 ପ୍ରତିଶତ ଟୀକାକରଣ ସହ ଜାତୀୟ ରାଜଧାନୀ ଦିଲ୍ଲୀ ଦ୍ବିତୀୟ ସ୍ଥାନରେ ରହିଛି । ତେବେ ରାଜ୍ୟବ୍ୟାପୀ 10 ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ପ୍ରଥମ ଡୋଜ ଭ୍ୟାକ୍ସିନ ଗ୍ରହଣ କରିଥିବା ସୂଚନା ମିଳିଛି । ଅନ୍ୟପଟେ ମହାମାରୀ ପ୍ରତିହତ ପାଇଁ ଏବେ ଦେଶବ୍ୟାପୀ ଟୀକାକରଣକୁ ଜୋରଦାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.