ETV Bharat / bharat

ତୁଷାରପାତରେ ଫସିଥିବା 5 ଯାତ୍ରୀଙ୍କୁ ଉଦ୍ଧାର କଲା ସୀମା ରୋଡ ସଂଗଠନ

author img

By

Published : Nov 30, 2020, 5:31 PM IST

ଜୋଜିଲା ପାସ ଅଞ୍ଚଳରେ ପ୍ରବଳ ତୁଷାରପାତ ହେବା ଫଳରେ ଫସି ରହିଥିବା 5 ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ପଢନ୍ତୁ ଅଧିକ.....

ତୁଷାରପାତରେ ଫସିଥିବା 5 ଯାତ୍ରୀଙ୍କୁ ଉଦ୍ଧାର କଲା ସୀମା ରୋଡ ସଂଗଠନ
ତୁଷାରପାତରେ ଫସିଥିବା 5 ଯାତ୍ରୀଙ୍କୁ ଉଦ୍ଧାର କଲା ସୀମା ରୋଡ ସଂଗଠନ

ଶ୍ରୀନଗର: ଜୋଜିଲା ପାସ ଅଞ୍ଚଳରେ ପ୍ରବଳ ତୁଷାରପାତ ହେବା ଫଳରେ ଫସି ରହିଥିବା 5 ଜଣ ଯାତ୍ରୀଙ୍କୁ ରବିବାର ଉଦ୍ଧାର କରିଛି ସୀମା ରୋଡ୍ ଅର୍ଗାନାଇଜେସନ୍ (BRO) । ଏହା ସହ ଏଠାରେ ଫସି ରହିଥିବା ଗାଡି ଗୁଡିକୁ ମଧ୍ୟ ସେଠାରୁ ସ୍ଥାନାନ୍ତରିତ କରାଯାଇଛି । ପରେ ଉକ୍ତ ମାର୍ଗକୁ ଟ୍ରାଫିକ ପାଇଁ ଖୋଲା ଯାଇଥିବା ଜଣା ପଡିଛି ।

ଏହି ମାସରେ ପ୍ରବଳ ତୁସାର ପାତକୁ ଦୃଷ୍ଟିରେ ରଖି ଜୋଜିଲା ପାସ୍ ଖୋଲିବା ଏବଂ ବନ୍ଦ କାର୍ଯ୍ୟ ପରିଚାଳନା ପାଇଁ ଏକ 4 ଜଣିଆ କମିଟି ଗଠନ କରାଯାଇଛି | କାଶ୍ମୀର, ଲଦାଖ, ଗାଣ୍ଡରବାଲ ଏବଂ କାର୍ଗିଲର ବିଭାଗୀୟ କମିଶନରମାନେ ଏହି କମିଟିର ସଦସ୍ୟ ଅଟନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.