ETV Bharat / bharat

Srinagar Encounter: ପୋଲିସ ଗୁଳିରେ ୨ ଆତଙ୍କୀ ସଫା

author img

By

Published : Feb 5, 2022, 7:58 AM IST

ଶ୍ରୀନଗର ପୋଲିସ କର୍ମୀଙ୍କ ଗୁଳିରେ ଟଳିଲେ LeT ଓ TRFର ଦୁଇ ଆତଙ୍କୀ । ୨ ଆତଙ୍କୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜାମ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

Srinagar Encounter : ପୋଲିସ ଗୁଳିରେ ୨ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରର ଜାକୁରା ଅଞ୍ଚଳରେ ଏନକାଉଣ୍ଟର। ଶ୍ରୀନଗର ପୋଲିସ କର୍ମୀଙ୍କ ଗୁଳିରେ ଟଳିଲେ LeT ଓ TRFର ଦୁଇ ଆତଙ୍କୀ । ୨ ଆତଙ୍କୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜାମ ବୋଲି ଜଣାପଡିଛି । ଯିଏକି ଅନନ୍ତନାଗର ହାସନପୋରାରେ ଏଚସି ଅଲି ମହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଆଇଜିପି କାଶ୍ମୀର ସୂଚନା ଦେଇଛି । ଆତଙ୍କବାଦୀଙ୍କ ନିକଟରୁ ଦୁଇଟି ବନ୍ଧୁକ ଏବଂ ମାରଣାସ୍ତ୍ର ଜବତ କରାଯାଇଛି ।

ଆତଙ୍କୀଙ୍କ ପୋଷାକ ଦେଖି ଏହି ଦୁଇ ଜଣ LeT ଓ TRFର ବୋଲି ଜାଣିବାକୁ ପାଇଥିବା ଶ୍ରୀନଗର ପୋଲିସ । ତେବେ ବର୍ତ୍ତମାନ ମଧ୍ୟ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନାକୁ ଏବେ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.