ETV Bharat / bharat

ମେଡିକାଲ କଲେଜରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗରରେ ମେଡିକାଲ କଲେଜରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ଆକ୍ରମଣ କରିଥିବା ସୂଚନା । ଅଧିକ ପଢନ୍ତୁ...

author img

By

Published : Nov 5, 2021, 3:53 PM IST

Terrorists fire on the security forces at SKIMS Medical College Hospital in Bemina of Srinagar
ଶ୍ରୀନଗରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀଙ୍କ ଆକ୍ରମଣ । ଜମ୍ମୁ କାଶ୍ମୀରର ଶ୍ରୀନଗରସ୍ଥିତ ମେଡିକାଲରେ ଆତଙ୍କବାଦୀ ଆକ୍ରମଣ କରିଥିବା ସୂଚନା ମିଲିଛି ।

ଶୁକ୍ରବାର ଶ୍ରୀନଗରରେ ବେମିନା ଅଞ୍ଚଳର ଥିବା ଏସକେଆଇଏମଏସ ମେଡିକାଲ କଲେଜରେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଆତଙ୍କବାଦୀ ଆଖିବୁଜା ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଜାରି ରଖିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.