ETV Bharat / bharat

ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ହେଲେ ଟି.ରବିଶଙ୍କର - ଆରବିଆଇର ନୂତନ ଡେପ୍ୟୁଟି ଗଭର୍ଣ୍ଣର ହେଲେ ଟି ରବି ଶଙ୍କର

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେପୁଟି ଗଭର୍ଣ୍ଣର ହେଲେ ଟି.ରବିଶଙ୍କର । ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାଇ, ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶଙ୍କର ତିନି ବର୍ଷ ପର୍ଯ୍ୟନ୍ତ ଏହି ନୂତନ ପଦବୀରେ ରହିବେ । ଅଧିକ ପଢନ୍ତୁ...

ଆରବିଆଇର ନୂତନ ଡେପ୍ୟୁଟି ଗଭର୍ଣ୍ଣର ହେଲେ  ଟି ରବି ଶଙ୍କର

author img

By

Published : May 2, 2021, 12:56 PM IST

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଡେପୁଟି ଗଭର୍ଣ୍ଣର ଭାବରେ ଟି.ରବିଶଙ୍କରଙ୍କୁ କ୍ୟାରିୟର କେନ୍ଦ୍ରୀୟ ବ୍ୟାଙ୍କର ଏକ ସରକାରୀ ପ୍ୟାନେଲ ଅନୁମୋଦନ କରିଛି । ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାଇ ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଶଙ୍କର ତିନି ବର୍ଷ ପର୍ଯ୍ୟନ୍ତ ଏହି ନୂତନ ପଦବୀରେ ରହିବେ।

ରିପୋର୍ଟରେ ରବି ଶଙ୍କରଙ୍କ ପୋର୍ଟଫୋଲିଓ ଉଲ୍ଲେଖ କରାଯାଇନଥିବା ବେଳେ ସେ ବିପି କାନୁନ ଗୋ ଯିଏକି ଡେପୁଟି ଗଭର୍ଣ୍ଣର ଭାବରେ ଅବସର ନେଇଥିଲେ । ତାଙ୍କ ସ୍ଥାନରେ ରବି ଶଙ୍କର ଯୋଗ ଦେବେ ।

ରବି ଶଙ୍କର ଋଣ ପରିଚାଳନା ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ପରିଚାଳନା କରୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.