ETV Bharat / bharat

ମୋଦି ମନ୍ତ୍ରୀମଣ୍ଡଳର ମେଗା ବିସ୍ତାର; 15 କ୍ୟାବିନେଟ, 28 ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ

author img

By

Published : Jul 7, 2021, 8:38 PM IST

ବୁଧବାର ବଦଳିଯାଇଛି ମୋଦିଙ୍କ ଟିମ । କେନ୍ଦ୍ର କ୍ୟାବିନେଟର ହୋଇଛି ବିସ୍ତାର(Modi Cabinet Expansion) । 43 ମନ୍ତ୍ରୀ ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ । ଏହାପରେ ମୋଦି କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ହୋଇଛି 77 । ଅଧିକ ପଢନ୍ତୁ...

Modi Cabinet Expansion: ଟିମ୍‌ ମୋଦିରେ 15 କ୍ୟାବିନେଟ, 28 ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ

ନୂଆଦିଲ୍ଲୀ: କଳ୍ପନାଜଳ୍ପନାର ଘଟିଛି ଅନ୍ତ । ସସପେନ୍ସ ଉପରୁ ଉଠିଛି ପରଦା । କେନ୍ଦ୍ର କ୍ୟାବିନେଟରେ ହୋଇଛି ନବକଳେବର । ବଦଳିଛି ମୋଦି ମନ୍ତ୍ରୀମଣ୍ଡଳର ରୂପରେଖ । ରିପୋର୍ଟ କାର୍ଡରେ ଯିଏ ପାସ ହୋଇଛି ତାଙ୍କୁ ଦିଆଯାଇଛି ପଦୋନ୍ନତି । ଆଉ କିଛି ଜଣଙ୍କୁ ଟିମରୁ କରାଯାଇଛି ଆଉଟ ।

ବୁଧବାର ବଦଳିଯାଇଛି ମୋଦିଙ୍କ ଟିମ । କେନ୍ଦ୍ର କ୍ୟାବିନେଟର ହୋଇଛି ବିସ୍ତାର(Modi Cabinet Expansion) । 43 ମନ୍ତ୍ରୀ ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ । ଏହାପରେ ମୋଦି କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ହୋଇଛି 77 ।

ମୋଦି କ୍ୟାବିନେଟରେ 36 ନୂଆ ଚେହେରାଙ୍କୁ ମିଳିଛି ଏଣ୍ଟ୍ରି । ଅନ୍ୟପକ୍ଷେ 7 ମନ୍ତ୍ରୀଙ୍କୁ ପଦନ୍ନୋତ୍ତି ସହ ଦିଆଯାଇଛି କ୍ୟାବିନେଟ ପାହ୍ୟା । ଯେଉଁ ମନ୍ତ୍ରୀମାନଙ୍କର ପଦନ୍ନୋତି ହୋଇଛି, ସେମାନଙ୍କ ମଧ୍ୟରେ ପୁରୁଷୋତ୍ତମ ରୂପାଲ, ଅନୁରାଗ ଠାକୁର, ମନସୁଖ ମାଣ୍ଡଭିୟ, ଆରକେ ସିଂହ, ହରଦୀପ ସିଂହ ପୁରୀ, ଜୀ କିଶନ ରେଡ୍ଡୀ ଓ କିରଣ ରିଜିଜୁ ସାମିଲ ଅଛନ୍ତି ।

କ୍ୟାବିନେଟ ବିସ୍ତାରର ହଲଚଲ ମଧ୍ୟରେ ମୋଦିଙ୍କ ପୁରୁଣା ଟିମରୁ ଇସ୍ତଫା ଦେଇଛନ୍ତି ଅନେକ ବରିଷ୍ଠ ମନ୍ତ୍ରୀ । ପ୍ରକାଶ ଜାଭଡେକର, ରବିଶଙ୍କର ପ୍ରସାଦ, ଡାକ୍ତର ହର୍ଷବର୍ଦ୍ଧନ, ରମେଶ ପୋଖରିଆଲ ନିଶଙ୍କ, ପ୍ରତାପ ଷଡଙ୍ଗୀ, ବାବୁଲ ସୁପ୍ରିଓ, ରାୱ ସାହେବ ଦାନୱେ ପାଟିଲ, ଦେବୋଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ, ସନ୍ତୋଷ ଗଙ୍ଗୱାର, ସନ୍ତୋଷ ଗଙ୍ଗୱାର, ରତନ ଲାଲ କଟାରିଆ ମୋଦିଙ୍କ ଟିମରୁ ହୋଇଛନ୍ତି ଆଉଟ ।

43 ମନ୍ତ୍ରୀଙ୍କୁ ଦିଆଯାଇଛି ପଦ ଓ ଗୋପନୀୟତାର ଶପଥ । ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂ (ଆରସିପି ସିଂ, ଜେଡିୟୁ), ଅଶ୍ବିନୀ ବୈଷ୍ଣବ, ପାଶୁପତି ପାରସ (ଏଲଜେପି), କିରନ ରିଜିଜୁ, ରାଜ କୁମାର ସିଂ, ହରଦୀପ ପୁରୀ, ଜି କିଶନ ରେଡ୍ଡୀ, ଅନୁରାଗ ସିଂ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିଆ ପଟେଲ (ଅପନା ଦଳ), ସତ୍ୟ ପାଲ ସିଂ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲଜେ, ଭାନୁ ପ୍ରତାପ ସିଂହ, ଦର୍ଶନ ବିକ୍ରମ, ମୀନାକ୍ଷୀ ଲେଖୀ, ଅନ୍ନପୂର୍ଣ୍ଣା ଦେବୀ, ବି.ଏଲ୍ ଭର୍ମା, ଅଜୟ କୁମାର, ଦେବସିଂହ ଚୌହାନ, ଭଗବନ୍ତ ଖୁବା, କପିଲ ପାଟିଲ, ପ୍ରତୀମା ଭୌମିକ, ସୁଭାଷ ସରକାର, ଭାଗବତ କରାଦ, ରାଜ କୁମାର ରଞ୍ଜନ ସିଂ, ଭାରତୀ ପ୍ରବୀଣ ପାୱାର, ବିଶେଶ୍ବର ଟୁଡୁ, ଶାନ୍ତନ୍ତୁ ଠାକୁର, ମୁଞ୍ଜାପାରା ମହେନ୍ଦ୍ର ଭାଇ, ଜନ ବାର୍ଲା, ଏଲ ମୁର୍ଗନ, ନିଶିତ ପ୍ରାମାଣିକ ମୋଦି ମନ୍ତ୍ରୀ ମଣ୍ଡଳରେ ହୋଇଛନ୍ତି ସାମିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.