ETV Bharat / bharat

ସୋପରରେ ଥାନାକୁ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ - ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ

ଦକ୍ଷିଣ କାଶ୍ମୀର ସୋପରରେ ଥାନାକୁ ଗ୍ରେନେଡ ମାଡ କରିଛନ୍ତି ସନ୍ଦିଗ୍ଧ ଆତଙ୍କବାଦୀ । ଦୁଇଜଣ ପୋଲିସ କର୍ମୀ ଆହତ । ଅଧିକ ପଢନ୍ତୁ...

Suspected militants hurled a grenade towards a police choki in north Kashmir's Sopore town
ସୋପରରେ ପୋଲିସ ଥାନା ଉପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ
author img

By

Published : Mar 13, 2021, 8:38 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀର ସୋପରରେ ଥାନାକୁ ଗ୍ରେନେଡ ଆକ୍ରମଣ କରିଛନ୍ତି ସନ୍ଦିଗ୍ଧ ଆତଙ୍କବାଦୀ । ଏହି ଘଟଣାରେ ଦୁଇଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସୁରକ୍ଷାକୁ କଡାକଡି କରି ଅଧିକ ତଦନ୍ତ କରାଯାଉଥିବା ଜମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି ।

ସୋପରରେ ପୋଲିସ ଥାନା ଉପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ

ସୋପର ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଥାନାକୁ ଟାର୍ଗେଟ କରିଥିଲେ । ତେବେ ଗ୍ରେନେଡଟି ରାସ୍ତା ପାର୍ଶ୍ବରେ ବିସ୍ଫୋରଣ ଘଟିବା ଫଳରେ ଦୁଇଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏହି ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷା ବାହିନୀ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଘଟଣାରେ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହିାଁନ୍ତି । ଗ୍ରେନେଡ ଆକ୍ରଣରେ ଆହତ ଦୁଇ ପୋଲିସ କର୍ମୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.