ETV Bharat / bharat

ରେଲଓ୍ବେ ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ସୁନିତ ଶର୍ମା - ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କଲେ ସୁନିତ ଶର୍ମା

ରେଳୱେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭାବେ ଦାୟିତ୍ବ ଗ୍ରହଣ କଲେ ସୁନିତ ଶର୍ମା । ଅଧିକ ପଢନ୍ତୁ...

Chairman & CEO of Railway Board
ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କଲେ ସୁନିତ ଶର୍ମା
author img

By

Published : Jan 1, 2021, 7:18 PM IST

ନୂଆଦିଲ୍ଲୀ: ରେଳୱେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭାବେ ଦାୟିତ୍ବ ଗ୍ରହଣ କଲେ ସୁନିତ ଶର୍ମା । ଏନେଇ କେନ୍ଦ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଗୁରୁବାର ସୁନିତ ଶର୍ମାଙ୍କ ରେଳବାଇ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଥିଲା । ଏହାପୂର୍ବରୁ ଶର୍ମା ସେପ୍ଟେମ୍ବର 2019 ପୂର୍ବତଟ ରେଳବିଭାଗର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରିଥିଲେ।

ସେ 1979 ରେ ଆଇଆଇଟି କାନପୁରରେ ଇଞ୍ଜିନିୟରିଂ ପଢୁଥିବା ସମୟରେ ଏକ ସ୍ବତନ୍ତ୍ର ଶ୍ରେଣୀ ଆପ୍ରେଣ୍ଟିସ୍ ଭାବରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ତାଙ୍କର ଭାରତୀୟ ରେଳବାଇରେ 40 ବର୍ଷରୁ ଅଧିକ ଅଭିଜ୍ଞତା ରହିଛି ।

ସେ ମୁମ୍ବାଇସ୍ଥିତ ରେଳବାଇ ପାରୋଲ ୱାର୍କସପର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ବ ଗ୍ରହଣ କରିଥିଲେ । ସେ ରେଳବାଇରେ ନାରୋ ଗେଜ ତଥା ପାହାଡ ଅଞ୍ଚଳରେ ରେଳଲାଇନ ଉପରେ କାର୍ଯ୍ୟକ୍ଷମ ଉପରେ ବିସ୍ତୃତ କାର୍ଯ୍ୟ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.