ETV Bharat / bharat

ସିଂହ ରାଶିକୁ ଚଳନ କଲେ ରବି, ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

author img

By

Published : Aug 17, 2023, 6:33 AM IST

ଆଜି ସିଂହ ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ ।

sankaranti special horoscope
sankaranti special horoscope

ମେଷ: ଆଜିଠାରୁ ସିଂହ ରାଶିରେ ଚଳନ କରିବେ ରବି । ସିଂହ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଲୋକମାନେ ପୂଜାପାଠ ଓ ଅଧ୍ୟୟନ ପ୍ରତି ଆଗ୍ରହୀ ହେବେ । ଆପଣ ଉତ୍ତମ ସଂସ୍କାର ସମ୍ପନ୍ନ ହେବେ । ଆପଣ ସନ୍ତାନ ପାଇଁ କରୁଥିବା ଚିନ୍ତାରୁ ମୁକ୍ତି ପାଇବେ । ତଥାପି ପ୍ରେମ ଜୀବନରେ କିଛି ଭିନ୍ନତା ଦେଖିବାକୁ ମିଳିପାରେ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳରେ ଅର୍ଘ୍ୟ ଦିଅନ୍ତୁ

ବୃଷ: ସିଂହ ରାଶିରେ ରବିଙ୍କର ଚଳନ ହେତୁ ଗୋଟିଏ ମାସ ପର୍ଯ୍ୟନ୍ତ ବୃଷ ରାଶିର ଲୋକମାନଙ୍କ ପାଖରେ ସମ୍ପତ୍ତି କ୍ରୟ କରିବା ପାଇଁ ଗୋଟିଏ ସୁଯୋଗ ରହିବ । ସରକାରୀ କାମରୁ ଆପଣ ଲାଭବାନ ହେବେ । ମା’ଙ୍କର ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ । ଜମି ସମ୍ବନ୍ଧୀତ କାମରେ ସତର୍କ ରୁହନ୍ତୁ ।

ଉପଚାର - ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ

ମିଥୁନ: ସିଂହ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ହେବ । ଏହି ସମୟରେ ସେମାନଙ୍କର ସାହସ ବୃଦ୍ଧି ପାଇବ । ଆପଣ ଗୋଟିଏ ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ । ଆପଣ ଅନେକ ବଡ଼ ବଡ଼ ଲୋକମାନଙ୍କ ସହିତ ଯୋଗାଯୋଗ କରିବେ ।

ଉପଚାର - ପ୍ରତିଦିନ ଓମ୍ ସୂର୍ଯ୍ୟା ନମଃ ମନ୍ତ୍ର ଜପ କରନ୍ତୁ

କର୍କଟ: ବର୍ତ୍ତମାନ ରବି ଏହି ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ । ଆପଣଙ୍କ ପାଇଁ ଏହି ସମ୍ପୂର୍ଣ୍ଣ ଗୋଟିଏ ମାସ ଆଶାରେ ପରିପୂର୍ଣ୍ଣ ହେବ । କିନ୍ତୁ କିଛି ସମୟରେ ପରିବାର ସଦସ୍ୟମାନଙ୍କ ସହିତ ଆପଣଙ୍କର ମନୋମାଳିନ୍ୟ ହେବାର ସମ୍ଭାବନା ରହିଛି । ଆପଣଙ୍କ କଥାବାର୍ତ୍ତାରେ କଠୋରତା ଦେଖିବାକୁ ମିଳିବ ।

ଉପଚାର - ପ୍ରତିଦିନ ଗାୟତ୍ରୀ ଚାଳିଶା ଜପ କରନ୍ତୁ

ସିଂହ: ବର୍ତ୍ତମାନ ରବି ଏହି ରାଶିରେ ପ୍ରବେଶ କରିବେ । ଏହି ମାସ ଆପଣଙ୍କ ପାଇଁ ଅନୁକୂଳ ହେବ । ଆପଣଙ୍କର ନେତୃତ୍ଵ ନେବାର ଦକ୍ଷତା ବୃଦ୍ଧି ପାଇବ । ହେଲେ ଏହି ସମୟରେ ଆପଣ ଅହଂକାରୀ ହେବାର ମଧ୍ୟ ସମ୍ଭାବନା ଅଛି । ଆପଣ ସତର୍କତାର ସହ ନିଷ୍ପତ୍ତି ନେବା ପାଇଁ ପରାମର୍ଶ ଦିଆଯାଉଛି ।

ଉପଚାର - ଗାୟତ୍ରୀ ମନ୍ତ୍ର ଜପ କରିବା ଆପଣଙ୍କ ପାଇଁ ଶୁଭ ହେବ

କନ୍ୟା: ସିଂହ ରାଶିରେ ରବିଙ୍କର ଆଗମନ ହେଉଥିବା କାରଣରୁ ବିଦେଶ ସମ୍ବନ୍ଧିତ ଆପଣଙ୍କ କାମ ଅତ୍ୟନ୍ତ ଶୁଭପ୍ରଦ ହେବ । ଯେକୌଣସି ପ୍ରକାରର ପୁରାତନ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ । ଅଦାଲତ ସମ୍ବନ୍ଧିତ କାର୍ଯ୍ୟରେ ଆପଣ ସଫଳତା ପାଇବାର ସମ୍ଭାବନା ଅଛି ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ।

ତୁଳା: ସିଂହ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ଶୁଭ ହେବ। ପୁରୁଣା ରୋଗରୁ ମୁକ୍ତି ପାଇବେ। ଚିନ୍ତାମୁକ୍ତ ହେବେ। ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ସରକାରୀ କ୍ଷେତ୍ରରେ ମଧ୍ୟ ଆପଣ ଲାଭବାନ ହେବେ।

ଉପଚାର - ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ

ବିଛା: ସିଂହ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଆପଣଙ୍କର ପଦୋନ୍ନତୀର ସୁଯୋଗ ଆସିବ। ଏହି ସମୟ ଆପଣଙ୍କ ପାଇଁ ଶୁଭ ହେବ । ଆପଣ ବ୍ୟବସାୟରେ ମଧ୍ୟ ଲାଭବାନ ହେବେ । ଏହି ସମୟରେ ଆପଣ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବେ ।

ଉପଚାର - ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ

ଧନୁ: ସୂର୍ଯ୍ୟ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେବ। ଆପଣ ଅନେକ ଲୋକଙ୍କ ଠାରୁ ସହାୟତା ପାଇବେ। ବାପାଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ହେବ। କିନ୍ତୁ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଉଛି।

ଉପଚାର - ରବିବାର ଦିନ ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ

ମକର: ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ସଧାରଣ ଠାରୁ ବହୁତ ଭଲ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଆପଣ ନିଜ ଉପରେ ଟଙ୍କା ଖର୍ଚ୍ଚ କରିବେ । ଏହି ସମୟରେ ଆପଣ ନିଜର କାର୍ଯ୍ୟ କୁଶଳତା ଏବଂ ବ୍ୟବସାୟ ପାଇଁ କାର୍ଯ୍ୟ କରିବେ ।

ଉପଚାର - ସୂର୍ଯ୍ୟଙ୍କ ସହିତ ଭଗବାନ ଶିବଙ୍କର ପୂଜା କରନ୍ତୁ

କୁମ୍ଭ: ବର୍ତ୍ତମାନ ରବି ସିଂହ ରାଶିରେ ପ୍ରବେଶ କରିବେ। ଏହି କାରଣରୁ ଆପଣ ଗୋଟିଏ ମାସ ପାଇଁ ଅତ୍ୟନ୍ତ ସାମାଜିକ ଜୀବନ ଅତିବାହିତ କରିବେ। ଏହି ସମୟରେ କାହା ସହିତ ଆପଣଙ୍କର ମନୋମାଳିନ୍ୟ ହେବାର ସମ୍ଭାବନା ବୃଦ୍ଧି ହୋଇପାରେ, ତେଣୁ ଆପଣ ଅଧିକାଂଶ ସମୟ ନିରବତା ରକ୍ଷା କରିବା ଆବଶ୍ୟକ।

ଉପଚାର - ରବିବାର ଓ ସୋମବାର ଦିନ ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ

ମୀନ: ସୂର୍ଯ୍ୟ ସଙ୍କ୍ରାନ୍ତିରୁ ଗୋଟିଏ ମାସ ଆପଣଙ୍କ ପାଇଁ ଲାଭପ୍ରଦ ହୋଇପାରେ। ଚାକିରୀ କ୍ଷେତ୍ରରେ ଆପଣ ଅନେକ ନୂତନ ସୁଯୋଗ ପାଇବେ। ଏହା ସହିତ ବ୍ୟବସାୟରେ ନୂଆ ଗ୍ରାହକ ପାଇବା ଦ୍ୱାରା ଆପଣ ଖୁସି ହେବେ।

ଉପଚାର - ସୂର୍ଯ୍ୟାଷ୍ଟକ ଜପ କରନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.