ETV Bharat / bharat

'ଭାରତର ପୁଞ୍ଜି ବିନିଯୋଗ ଜାଲ୍ଲିକାଟ୍ଟୁ ଖେଳୁଛି'

author img

By

Published : Feb 21, 2021, 6:37 PM IST

ମହାମାରୀର ସ୍ଥିତି ସୁଧୁରିବା ପରେ ଦେଶ ପରବର୍ତ୍ତୀ ଅଭିବୃଦ୍ଧିର ଏକ କାହାଣୀ ଲେଖିବ । ତାମିଲନାଡୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସମ୍ମିଳନୀରେ ଯୋଗଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ...

'ଭାରତର ପୁଞ୍ଜି ବିନିଯୋଗ ଜଲ୍ଲିକାଟ୍ଟୁ ଖେଳୁଛି'

ଚେନ୍ନାଇ: କୋଭିଡ-19 ମହାମାରୀର ସ୍ଥିତି ସୁଧୁରିବା ପରେ ଦେଶ ପରବର୍ତ୍ତୀ ଅଭିବୃଦ୍ଧିର ଏକ କାହାଣୀ ଲେଖିବାକୁ ଯାଉଛି । ଭାରତରେ ପୁଞ୍ଜି ବିନିଯୋଗର ମଧ୍ୟ ବୃଦ୍ଧି ଘଟୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

ଆଜି(ରବିବାର) ପ୍ରତିରକ୍ଷା ମନ୍ତ୍ରୀ ତାମିଲନାଡୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ଭାରତର ଷ୍ଟକ୍ ମାର୍କେଟ ଜଲ୍ଲିକାଟ୍ଟୁ ଖେଳୁଛି ବୋଲି ସେ କହିଛନ୍ତି । କୋଭିଡ 19 ମହାମାରୀ ପରେ ଆମେ ଭାରତର ପରବର୍ତ୍ତୀ ଅଭିବୃଦ୍ଧି କାହାଣୀ ଲେଖିବାକୁ ଯାଉଛୁ | ଆମ ଦେଶରେ ବିଦେଶୀ ପୁଞ୍ଜି ବିନିଯୋଗ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି, ଯେଉଁ କାରଣରୁ ଷ୍ଟକ୍ ମାର୍କେଟ କେବଳ ବୃଦ୍ଧି ପାଉନି ବରଂ ଜଲ୍ଲିକାଟ୍ଟୁ ଖେଳୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.