ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନ; ବର୍ତ୍ତମାନ ସୁଦ୍ଧା 61 ମୃତଦେହ ଉଦ୍ଧାର

author img

By

Published : Feb 19, 2021, 8:40 AM IST

ଉତ୍ତରାଖଣ୍ଡ ଜଳପ୍ରଳୟକୁ 13 ଦିନ ବିତିଥିବାବେଳେ ଏପର୍ଯ୍ୟନ୍ତ 61 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ଜଳପ୍ରଳୟ
ଉତ୍ତରାଖଣ୍ଡ ଜଳପ୍ରଳୟ

ଡେରାଡୁନ:ଉତ୍ତରାଖଣ୍ଡ ଜଳପ୍ରଳୟକୁ 13 ଦିନ ବିତିଥିବାବେଳେ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, 61 ଜଣଙ୍କ ମୃତଦେହ ମିଳିଛି । ତପୋବନ ଟନେଲରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଏହି ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ଏସଡିଆରଏଫ ଓ ଏନଡିଆରଏଫ ଟିମ୍‌ ଲାଗିଛନ୍ତି । ଏବେ ସୁଦ୍ଧା 61 ମୃତଦେହ ସହ 28ଟି ମଣିଷ ଅଙ୍ଗ ଉଦ୍ଧାର ହୋଇଛି । ସେପଟେ ଏବେ ବି 143 ଜଣ ନିଖୋଜ ଅଛନ୍ତି ।

ସୂଚନାଅନୁଯାୟୀ, ଉତ୍ତରାଖଣ୍ଡର ଚମୋଲୀ ଅଞ୍ଚଳରେ 7 ତାରିଖ ଦିନ ଜଳପ୍ରଳୟ ଆସିଥିଲା । ଏଥିରେ ଅନେକ ନିଖୋଜ ହୋଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.