ଡେରାଡୁନ:ଉତ୍ତରାଖଣ୍ଡ ଜଳପ୍ରଳୟକୁ 13 ଦିନ ବିତିଥିବାବେଳେ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, 61 ଜଣଙ୍କ ମୃତଦେହ ମିଳିଛି । ତପୋବନ ଟନେଲରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
-
मीडिया बुलेटिन, दिनाँक 18/02/2021, समय 17:00 बजे#ChamoliDisaster #Update @uttarakhandcops @PIBDehradun @ANI pic.twitter.com/HSq4yj8p8o
— chamoli police (@chamolipolice) February 18, 2021 " class="align-text-top noRightClick twitterSection" data="
">मीडिया बुलेटिन, दिनाँक 18/02/2021, समय 17:00 बजे#ChamoliDisaster #Update @uttarakhandcops @PIBDehradun @ANI pic.twitter.com/HSq4yj8p8o
— chamoli police (@chamolipolice) February 18, 2021मीडिया बुलेटिन, दिनाँक 18/02/2021, समय 17:00 बजे#ChamoliDisaster #Update @uttarakhandcops @PIBDehradun @ANI pic.twitter.com/HSq4yj8p8o
— chamoli police (@chamolipolice) February 18, 2021
ଏହି ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ଲାଗିଛନ୍ତି । ଏବେ ସୁଦ୍ଧା 61 ମୃତଦେହ ସହ 28ଟି ମଣିଷ ଅଙ୍ଗ ଉଦ୍ଧାର ହୋଇଛି । ସେପଟେ ଏବେ ବି 143 ଜଣ ନିଖୋଜ ଅଛନ୍ତି ।
ସୂଚନାଅନୁଯାୟୀ, ଉତ୍ତରାଖଣ୍ଡର ଚମୋଲୀ ଅଞ୍ଚଳରେ 7 ତାରିଖ ଦିନ ଜଳପ୍ରଳୟ ଆସିଥିଲା । ଏଥିରେ ଅନେକ ନିଖୋଜ ହୋଇଯାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ