ETV Bharat / bharat

Power Crisis: କୋଇଲା ସଙ୍କଟ ପାଇଁ ୬୫୭ ପାସେଞ୍ଜର ଟ୍ରେନ ବାତିଲ୍‌ - ୬୫୭ ପାସେଞ୍ଜର ଟ୍ରେନ ବାତିଲ

ଦେଶରେ ଉତ୍କଟ କୋଇଲା ସଙ୍କଟ । ୬୫୭ଟି ପାସେଞ୍ଜର ଟ୍ରେନକୁ ବାତିଲା କଲା ରେଳ ବିଭାଗ । ଜାଣନ୍ତୁ ଏହା କେଉଁ କେଉଁ ଟ୍ରେନ

Power Crisis: କୋଇଲା ସଙ୍କଟ ପାଇଁ ୬୫୭ ପାସେଞ୍ଜର ଟ୍ରେନ ବାତିଲ୍‌
Power Crisis: କୋଇଲା ସଙ୍କଟ ପାଇଁ ବାତିଲା ହେଲା ୬୫୭ ପାସେଞ୍ଜର ଟ୍ରେନ
author img

By

Published : Apr 30, 2022, 7:42 AM IST

Updated : Apr 30, 2022, 9:03 AM IST

ନୂଆଦିଲ୍ଲୀ: ଦେଶରେ ଉତ୍କଟ କୋଇଲା ସଙ୍କଟ ଦେଖାଦେଇଛି । ପାୱାର ପ୍ଲାଣ୍ଟ ପାଖରେ ଠିକ୍ ସମୟରେ କୋଇଲା ପହଞ୍ଚି ପାରୁନଥିବାର ବିଦ୍ୟୁତ ସଙ୍କଟ ସୃଷ୍ଟି ହେଉଛି । ସାରା ଦେଶରେ ଏବେ ଗ୍ରୀଷ୍ମ ଲହର ଜାରି ରହିଥିବା ବେଳେ ଏପରି ସ୍ଥିତିରେ ଘନ ଘନ ବିଜୁଳିକାଟ ଏବେ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ତେଣୁ ଏହି ସଙ୍କଟ ଦୂର କରିବା ପାଇଁ ରେଳ ବିଭାଗ ଟ୍ରେନ ଜରିଆରେ କୋଇଲା ଯୋଗାଣକୁ ପ୍ରାଧାନ୍ୟ ଦେଉଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ୬୫୭ଟି ପାସେଞ୍ଜର ଟ୍ରେନ ଗୁଡିକୁ ବାତିଲ କରାଯାଇଛି । କୋଇଲା ଭର୍ତ୍ତି ମାଲବାହୀ ଟ୍ରେନ ଗୁଡିକ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ଉକ୍ତ ପାସେଞ୍ଜର ଟ୍ରେନଗୁଡିକୁ(Mail/Exp/Passenger train) ବାତିଲ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି ।

Power Crisis: କୋଇଲା ସଙ୍କଟ ପାଇଁ ବାତିଲା ହେଲା ୬୫୭ ପାସେଞ୍ଜର ଟ୍ରେନ
Power Crisis: କୋଇଲା ସଙ୍କଟ ପାଇଁ ବାତିଲା ହେଲା ୬୫୭ ପାସେଞ୍ଜର ଟ୍ରେନ
Power Crisis: କୋଇଲା ସଙ୍କଟ ପାଇଁ ୬୫୭ ପାସେଞ୍ଜର ଟ୍ରେନ ବାତିଲ୍‌
Power Crisis: କୋଇଲା ସଙ୍କଟ ପାଇଁ ୬୫୭ ପାସେଞ୍ଜର ଟ୍ରେନ ବାତିଲ୍‌

ପାୱାର ପ୍ଲାଣ୍ଟ ପାଇଁ ମୋଟ ୫୩୩ କୋଇଲା ରେକ୍(coal rakes) ବୋଝେଇ କରାଯାଇଛି । ବିଦ୍ୟୁତ କ୍ଷେତ୍ର(power sector) ପାଇଁ ଗୁରୁବାର ୪୨୭ ରେକ୍ ବୋଝେଇ ହୋଇଥିଲା । ମୋଟ ୧.୬୨ ମିଲିୟନ ଟନ କୋଇଲା ଏହି କ୍ଷେତ୍ର ପାଇଁ ବୋଝେଇ କରାଯାଉଛି । ବିଦ୍ୟୁତ ସଙ୍କଟ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ଯୁଦ୍ଧ ଯୋଗୁଁ ଋଷିଆ ଠାରୁ ଗ୍ୟାସ୍ ଆମଦାନୀ ସମ୍ପୂର୍ଣ୍ଣ ଠପ୍ ରହିଛି । ଯଦିଓ ଥର୍ମାଲ ପାୱାର ପ୍ଲାଣ୍ଟରେ ଏବେ ୨୧ ମିଲିୟନ ଟନ କୋଇଲା ଷ୍ଟକ ରହିଛି, ହେଲେ ଏହା କେବଳ ୧୦ ଦିନ ପାଇଁ । କୋଲ ଇଣ୍ଡିଆକୁ ମିଶାଇ ଭାରତ ନିକଟରେ ମୋଟ ୩୦ ଲକ୍ଷ ଟନ କୋଇଲା ଷ୍ଟକ ରହିଛି । ଯାହା ୭୦ ରୁ ୮୦ ଦିନ ଯାଏଁ ବ୍ୟବହାର ହୋଇପାରିବ । ବର୍ତ୍ତମାନ ୨.୫ ବିଲିୟନ ୟୁନିଟ ବିଦ୍ୟୁତର ଦୈନିକ ଉପଭୋଗ ତୁଳନାରେ ୩.୫ ବିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ ହେଉଛି । ଦେଶରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଦ୍ୟୁତ ଚାହିଦା ବୃଦ୍ଧି ପାଉଛି ।

Last Updated : Apr 30, 2022, 9:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.