ETV Bharat / bharat

ଆଜି ଲଖୀମପୁର ଖେରୀ ଯିବେ ରାହୁଲ

author img

By

Published : Oct 6, 2021, 6:14 AM IST

ଆଜି ଲଖୀମପୁର ଖେରୀ ଗସ୍ତ କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିସାରିଛି ୟୁପି ପୋଲିସ । ଅଧିକ ପଢନ୍ତୁ...

ବୁଧବାର ଲକ୍ଷ୍ମୀପୁର ଖେରୀ ଯିବେ ରାହୁଲ
ବୁଧବାର ଲକ୍ଷ୍ମୀପୁର ଖେରୀ ଯିବେ ରାହୁଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖୀମପୁର ଖେରୀ ହିଂସା ଘଟଣାରେ ଜାରି ରହିଛି ବିରୋଧୀଙ୍କ ହାଇଭୋଲଟେଜ ଡ୍ରାମା । ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିସାରିଛି ୟୁପି ପୋଲିସ । ଏପଟେ ଲଖୀମପୁର ଖେରୀ ଯିବାକୁ ଅଡି ବସିଛନ୍ତି ବିରୋଧୀ ନେତା । ଏହାରି ମଧ୍ୟରେ ଆଜି ଲଖୀମପୁର ଖେରୀ ଗସ୍ତ କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

  • जिसे हिरासत में रखा है, वो डरती नहीं है- सच्ची कांग्रेसी है, हार नहीं मानेगी!

    सत्याग्रह रुकेगा नहीं।#FarmersProtest

    — Rahul Gandhi (@RahulGandhi) October 5, 2021 " class="align-text-top noRightClick twitterSection" data=" ">

ରାହୁଲଙ୍କ ଲଖୀମପୁର ଖେରୀ ଗସ୍ତ ପାଇଁ ଉତ୍ତରପ୍ରଦେଶ ପ୍ରଶାସନକୁ ଅନୁମତି ମଗାଯାଇଛି । ସୂଚନା ଅନୁଯାୟୀ, ଆଜି (ବୁଧବାର) ଦିନ ୧୨ଟାରେ ଲକ୍ଷ୍ମୌରେ ପହଁଞ୍ଚିବେ ରାହୁଲ । ଏହାପରେ ନିଜ ଭଉଣୀ ପ୍ରିୟଙ୍କାଙ୍କୁ ଭେଟିବାକୁ ରାହୁଲ ସୀତାପୁର ଯିବେ ।

ଏହାପୂର୍ବରୁ ରାହୁଲ ଟ୍ବିଟ କରି କହିଥିଲେ ଯେ ଯାହାଙ୍କୁ ଗିରଫ କରିଛ ସେ ଭୟ କରେନାହିଁ । ସେ ପ୍ରକୃତ କଂଗ୍ରେସୀ । ହାର ମାନିବ ନାହିଁ । ସତ୍ୟାଗ୍ରହ ଅଟକିବ ନାହିଁ ବୋଲି କହିଛନ୍ତି ରାହୁଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.