ETV Bharat / bharat

2 ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ରାହୁଲ, କ୍ଷୀର୍ ଭବାନୀ ମନ୍ଦିରରେ କଲେ ପୂଜାର୍ଚ୍ଚନା - ଗନ୍ଦରବାଲର କ୍ଷୀର ଭବାନୀ ମନ୍ଦିର

2 ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ରାହୁଲ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସେଠାରେ ଗତକାଲି(ସୋମବାର) ସନ୍ଧ୍ୟାରେ ପହଞ୍ଚି ଆଜି(ମଙ୍ଗଳବାର) ସକାଳେ ଗନ୍ଦରବାଲର କ୍ଷୀର୍ ଭବାନୀ ମନ୍ଦିରରେ ପୂଜା କରିଥିଲେ । ଅଧିକ ପଢନ୍ତୁ....

2 ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ରାହୁଲ, ଆଜି ଗନ୍ଦରବାଲର କ୍ଷୀର ଭବାନୀ ମନ୍ଦିରରେ କଲେ ପୂଜା

author img

By

Published : Aug 10, 2021, 12:24 PM IST

ଶ୍ରୀନଗର: ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ରାହୁଲ ଗାନ୍ଧୀ । ସେଠାର ଗତକାଲି(ସୋମବାର) ସନ୍ଧ୍ୟାରେ ପହଞ୍ଚି ଆଜି(ମଙ୍ଗଳବାର) ସକାଳେ ଗନ୍ଦରବାଲର କ୍ଷୀର ଭବାନୀ ମନ୍ଦିରରେ ପୂଜା କରିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ ।

2 ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ରାହୁଲ, ଆଜି ଗନ୍ଦରବାଲର କ୍ଷୀର ଭବାନୀ ମନ୍ଦିରରେ କଲେ ପୂଜା

ସୋମବାର ସନ୍ଧ୍ୟାରେ ଶ୍ରୀନଗର ବିମାନବନ୍ଦରରୁ ତାଙ୍କୁ ବରିଷ୍ଠ ଜାମ୍ମୁ-କାଶ୍ମୀର କଂଗ୍ରେସ ନେତାମାନେ ସ୍ବାଗତ କରିଥିଲେ। ରାଜ୍ୟ କଂଗ୍ରେସ କମିଟି ସଭାପତି ଗୁଲାମ ଅହମ୍ମଦ ମୀର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ରାହୁଲ ଗାନ୍ଧୀ ଆଜି ଡଲ ହ୍ରଦ କୂଳରେ ଥିବା ଦରଘା ହଜରତବଲ ପରିଦର୍ଶନ କରିବେ। ଏହା ପରେ ସେ ଶ୍ରୀନଗରରେ ପାର୍ଟିର ମୁଖ୍ୟାଳୟ ଉଦଘାଟନ କରିବେ।

ଏହାସହ ରାହୁଲ ଗାନ୍ଧୀ ଶ୍ରୀନଗରର ଏକ ହୋଟେଲରେ ମିରଙ୍କ ପୁଅର ବିବାହ ଭୋଜିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ କେନ୍ଦ୍ରଶାସିତ ଅଞ୍ଚଳର ରାଜନୈତିକ ଦଳର ମୁଖ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଜାତୀୟ ସମ୍ମିଳନୀର ସଭାପତି ଫାରୁକ୍ ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)ର ମୁଖ୍ୟ ମେହବୁବା ମୁଫ୍ତିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.