ETV Bharat / bharat

ତୃତୀୟ ଲହରରେ ହୋଇପାରେ ଶିଶୁଙ୍କୁ କୋରୋନା, ଚିନ୍ତା ପ୍ରକଟ କଲେ ରାହୁଲ ଗାନ୍ଧୀ - ଶିଶୁଙ୍କୁ କୋରୋନା

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ନରେନ୍ଦ୍ର ମୋଦି ସରକାରଙ୍କ ପ୍ରସ୍ତୁତି ଏବଂ ଯୋଜନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ତୃତୀୟ ଲହରରେ ହୋଇପାରେ ଶିଶୁଙ୍କୁ କୋରୋନା, ଚିନ୍ତା ପ୍ରକଟ କଲେ ରାହୁଲ ଗାନ୍ଧୀ

author img

By

Published : May 18, 2021, 3:31 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ନରେନ୍ଦ୍ର ମୋଦି ସରକାରଙ୍କ ପ୍ରସ୍ତୁତି ଏବଂ ଯୋଜନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷଜ୍ଞମାନେ କୋଭିଡ 3.0 ନେଇ ପୂର୍ବାନୁମାନ କରିଛନ୍ତି, ଯାହା ଶିଶୁଙ୍କ ପାଇଁ ଘାତକ ହୋଇପାରେ। ରାହୁଲ ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ଭବିଷ୍ୟତରେ ଶିଶୁଙ୍କୁ କୋରୋନା ଠାରୁ ସୁରକ୍ଷା ଆବଶ୍ୟକ ପଡିବ । ଶିଶୁ ସେବା ଏବଂ ଟିକା ପୂର୍ବରୁ ପ୍ରସ୍ତୁତ ରହିବା ଉଚିତ’ ।

ତୃତୀୟ ଲହରରେ ହୋଇପାରେ ଶିଶୁଙ୍କୁ କୋରୋନା, ଚିନ୍ତା ପ୍ରକଟ କଲେ ରାହୁଲ ଗାନ୍ଧୀ
ତୃତୀୟ ଲହରରେ ହୋଇପାରେ ଶିଶୁଙ୍କୁ କୋରୋନା, ଚିନ୍ତା ପ୍ରକଟ କଲେ ରାହୁଲ ଗାନ୍ଧୀ

ବିଭିନ୍ନ ଦେଶ 12-15 ବର୍ଷ ବୟସର ପିଲାଙ୍କ ପାଇଁ କୋଭିଡ -19 ଟିକା ଅନୁମୋଦନ କରିବା ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି। କଂଗ୍ରେସ ନେତା ଜୟବୀର ଶେରଗୀଲ ମଧ୍ୟ ଟ୍ବିଟ୍ କରି କହିଛନ୍ତି ଯେ ଶିଶୁଙ୍କୁ ଚକୋଲେଟ୍ ଓ ଗାଈ ମୂତ୍ର ପିଇବାକୁ କହିବା ବଦଳରେ ସେମାନଙ୍କୁ ଟିକା ଦେବା ପାଇଁ ଯୋଜନା କରନ୍ତୁ । କୋଭିଡ-19 ମହାମାରୀର ଦ୍ବିତୀୟ ଲହରରେ ଅଧିକାଂଶ ଯୁବକ ପ୍ରଭାବିତ ହେଉଛନ୍ତି, ତେଣୁ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.