ETV Bharat / bharat

4 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ନିର୍ବାଚନ କମିସନ - 5 ରାଜ୍ୟରେ ହେବ ବିଧାନସଭା ନିର୍ବାଚନ

ଶନିବାର ଭାରତୀୟ ନିର୍ବାଚନ କମିସନ ପଞ୍ଜାବର 38 ଆଇଏଏସ ଓ 16 ଆଇପିଏସକୁ ପାଞ୍ଚଟି ରାଜ୍ୟର ନିର୍ବାନଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଆସନ୍ତା ମାର୍ଚ୍ଚରୁ-ଅପ୍ରେଲ ମଧ୍ୟରେ 4 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ । ଅଧିକ ପଢନ୍ତୁ....

Election Observers for poll-bound five states
38 ଆଇଏଏସ ଓ 16 ଆଇପିଏସକୁ 5 ରାଜ୍ୟର ନିର୍ବାନଚ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ନିର୍ବାଚନ କମିସନ
author img

By

Published : Feb 27, 2021, 11:07 PM IST

ଚଣ୍ଡୀଗଡ: ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାରତୀୟ ନିର୍ବାଚନ କମିସନ । ପଞ୍ଜାବର 38 ଆଇଏଏସ ଓ 16 ଆଇପିଏସକୁ ପାଞ୍ଚଟି ରାଜ୍ୟର ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ନିର୍ବାଚନ କମିସନ ।

ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ଆସନ୍ତା ମାର୍ଚ୍ଚ ମାସରେ ପାଞ୍ଚଟି ରାଜ୍ୟରେ ଆରମ୍ଭ ହେବ ବିଧାନସଭା ନିର୍ବାଚନ । କେରଳ, ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେନ୍ଦ୍ର ଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଏହି ସମସ୍ତ ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିସନ ଗୁରତ୍ବପୂର୍ଣ୍ଣ ଭୂମିକା ରହିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ପଞ୍ଜାବ କ୍ୟାଡେରର ଆଇଏଏସ ଓ ଆଇପିଏସ ଅଫିସର ମାନଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ପଞ୍ଜାବର 38 ଆଇଏଏସ ଓ 16 ଆଇପିଏସକୁ ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କରିଛନ୍ତି ।

ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକ ଥିବା 5 ଟି ରାଜ୍ୟର 824 ବିଧାନସଭା ଆସନରେ ଅନୁଷ୍ଠିତ ହେବ ନିର୍ବାଚନ । ଭୋଟ ଦାନ ପ୍ରକ୍ରିୟା ମାର୍ଚ୍ଚ 27 ରୁ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ଅପ୍ରେଲ 29 ତାରିଖ ପର୍ଯ୍ୟନ୍ତ ହେବ ନିର୍ବାଚନ । ଏହାପରେ ମେ 2 ତାରିଖରେ ଘୋଷଣା ହେବ ନିର୍ବାଚନ ଫଳାଫଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.