ETV Bharat / bharat

ୟାସିନ ମଲ୍ଲିକ ଘର ସାମ୍ନାରେ ପ୍ରତିବାଦ, ପଥରମାଡ: ବଢିଲା ସୁରକ୍ଷା ବ୍ୟବସ୍ଥା - ୟାସିନ ମଲ୍ଲିକ ଘର ସାମ୍ନାରେ ପ୍ରତିବାଦ

ଶ୍ରୀନଗରରେ ୟାସିନ ମଲ୍ଲିକର ଘର ସମ୍ନାରେ ପ୍ରତିବାଦ ଆରମ୍ଭ ହୋଇଛି । ଶତାଧିକ ସ୍ଥାନୀୟ ମହିଳା ଓ ଯୁବକ ପ୍ରତିବାଦ କରିବା ସହ ୟାସିନ ମଲ୍ଲିକ ସପକ୍ଷରେ ନାରାବାଜୀ ଆରମ୍ଭ କରି ଦେଇଛନ୍ତି । ଏପରିକି ସେଠାରେ ମୁତୟନ ପୋଲିସ ଉପରକୁ ପଥରମାଡ ମଧ୍ୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପୋଲିସ ପଥର ଫିଙ୍ଗାଳିଙ୍କୁ ଘଉଡାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଛି । ଅଧିକ ପଢନ୍ତୁ

ୟାସିନ ମଲ୍ଲିକ ଘର ସାମ୍ନାରେ ପ୍ରତିବାଦ, ପଥରମାଡ: ବଢିଲା ସୁରକ୍ଷା ବ୍ୟବସ୍ଥା
ୟାସିନ ମଲ୍ଲିକ ଘର ସାମ୍ନାରେ ପ୍ରତିବାଦ, ପଥରମାଡ: ବଢିଲା ସୁରକ୍ଷା ବ୍ୟବସ୍ଥାୟାସିନ ମଲ୍ଲିକ ଘର ସାମ୍ନାରେ ପ୍ରତିବାଦ, ପଥରମାଡ: ବଢିଲା ସୁରକ୍ଷା ବ୍ୟବସ୍ଥାୟାସିନ ମଲ୍ଲିକ ଘର ସାମ୍ନାରେ ପ୍ରତିବାଦ, ପଥରମାଡ: ବଢିଲା ସୁରକ୍ଷା ବ୍ୟବସ୍ଥା
author img

By

Published : May 25, 2022, 6:35 PM IST

ଶ୍ରୀନଗର: ଆତଙ୍କବାଦୀ ୟାସିନ ମଲ୍ଲିକ କୋର୍ଟରେ ହାଜର ହୋଇସାରିଥିବା ବେଳେ ତାକୁ ଆଜୀବନ ଦଣ୍ଡାଦେଶ ହୋଇଛି । NIA ୟାସିନକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିବା ପାଇଁ ଆବେଦନରେ ଦାବି କରିଥିଲା । ତେବେ ଶ୍ରୀନଗରରେ ୟାସିନ ମଲ୍ଲିକର ଘର ସମ୍ନାରେ ପ୍ରତିବାଦ ଆରମ୍ଭ ହୋଇଛି । ଶତାଧିକ ସ୍ଥାନୀୟ ମହିଳା ଓ ଯୁବକ ପ୍ରତିବାଦ କରିବା ସହ ୟାସିନ ମଲ୍ଲିକ ସପକ୍ଷରେ ନାରାବାଜୀ ଆରମ୍ଭ କରି ଦେଇଛନ୍ତି । ଏପରିକି ସେଠାରେ ମୁତୟନ ପୋଲିସ ଉପରକୁ ପଥରମାଡ ମଧ୍ୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପୋଲିସ ପଥର ଫିଙ୍ଗାଳିଙ୍କୁ ଘଉଡାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଛି ।

ୟାସିନ ମଲ୍ଲିକ ଘର ସାମ୍ନାରେ ପ୍ରତିବାଦ, ପଥରମାଡ: ବଢିଲା ସୁରକ୍ଷା ବ୍ୟବସ୍ଥା

ଘଟଣାସ୍ଥଳରେ ସୁରକ୍ଷା ବଳର ମୁତୟନକୁ ମଧ୍ୟ ବଢାଇ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଏପରିକି କୌଣସି ଅପ୍ରିତିକର ଘଟଣା ଘଟିବା ଆଶଙ୍କାକୁ ଦୃଷ୍ଟିରେ ରଖି ୟାସିନର ଘର ସମେତ ସ୍ଥାନୀୟ ଅଞ୍ଚଳକୁ ଡ୍ରୋନ ସୁପରିଭଜନରେ ମଧ୍ୟ ରଖାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲା ୟାସିନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.