ETV Bharat / bharat

ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଜଣାଇଲେ ଦୀପାବଳି ଶୁଭେଚ୍ଛା

author img

By

Published : Oct 24, 2022, 10:21 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଦୀପାବଳିର ଶୁଭକାମନା ଜଣାଇଛନ୍ତି (prime minister president Droupadi Murmu) । ଅଧିକ ପଢ଼ନ୍ତୁ

prime minister Narendra Modi met president Droupadi Murmu greeted diwali wish
ରାଷ୍ଟ୍ରପତିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି, ଜଣାଇଲେ ଦୀପାବଳି ଶୁଭେଚ୍ଛା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (prime minister president Droupadi Murmu) । ରାଷ୍ଟ୍ରପତିଙ୍କୁ ଭେଟି ଦୀପାବଳିର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

  • It was my pleasure to receive Prime Minister Shri @narendramodi Ji today. We exchanged Diwali greetings and shared our desire for peace, prosperity and a better tomorrow for the whole of humanity on this festival that marks the victory of light over darkness. pic.twitter.com/qlkFdQ520I

    — President of India (@rashtrapatibhvn) October 24, 2022 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଟ୍ବିଟ୍‌ କରି ଲେଖିଛନ୍ତି, "ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ମୋ ପାଇଁ ସମ୍ମାନର ବିଷୟ । ଆମେ ଉଭୟ ପରସ୍ପରକୁ ଦୀପାବଳିର ଶୁଭକାମନା ଜଣାଇଲୁ । ଅନ୍ଧାର ଉପରେ ଆଲୋକ ବିଜୟ ସ୍ବରୂପ ଏହି ପର୍ବ । ଦେଶରେ ଆଗାମୀ ଦିନରେ କିଭଳି ଶାନ୍ତି, ସୌହାର୍ଦ୍ଦ୍ୟ ଓ ମାନବିକତା ବଜାୟ ରହି ପାରିବ ସେନେଇ ଆଲୋଚନା କରିଛୁ ।"

  • Smt Smriti Zubin Irani, Union Minister for Women & Child Development and Minority Affairs, called on President Droupadi Murmu at Rashtrapati Bhavan and exchanged Diwali greetings. pic.twitter.com/pUs4EfDmSX

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଦୀପାବଳିର ଶୁଭକାମନା ଜଣାଇଛନ୍ତି । ଏହାକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟରରେ ଫଟୋ ସେୟାର କରି ସୂଚନା ଦିଆଯାଇଛି ।

ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି ଯେ, "କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି ଦୀପାବଳି ଅବସରରେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଅବସରରେ ଉଭୟ ଉଭୟଙ୍କୁ ଦୀପାବଳି ଶୁଭକାମନା ଦେଇଛନ୍ତି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.