ETV Bharat / bharat

Train Mishap In Odisha: ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଃଖ ପ୍ରକାଶ

ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘‘ଓଡିଶାରେ ଟ୍ରେନ ଦୁର୍ଘଟଣାକୁ ନେଇ ମୁଁ ଚିନ୍ତିତ । ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା । ଆହତ ଯାତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି ।’’ ସେହିପରି ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହୋଇଥିବା ମୋଦି କହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 2, 2023, 10:29 PM IST

Updated : Jun 2, 2023, 10:40 PM IST

Etv Bharat
Etv Bharat

ବାଲେଶ୍ବର/ଭୁବନେଶ୍ବର/ଶାଲିମାର: ବାଲେଶ୍ବର ବାହାନଗା ‌ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ (୧୨୮୪୧-ଅପ) ଲାଇନଚ୍ୟୁତ ଘଟଣା । ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତାହତ ଯାତ୍ରୀଙ୍କ ପରିବାରକୁ ଜଣାଇଲେ ସମବେଦନା । ଆହତ ଯାତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମୋଦି ।

  • Distressed by the train accident in Odisha. In this hour of grief, my thoughts are with the bereaved families. May the injured recover soon. Spoke to Railway Minister @AshwiniVaishnaw and took stock of the situation. Rescue ops are underway at the site of the mishap and all…

    — Narendra Modi (@narendramodi) June 2, 2023 " class="align-text-top noRightClick twitterSection" data=" ">

ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ‘‘ଓଡିଶାରେ ଟ୍ରେନ ଦୁର୍ଘଟଣାକୁ ନେଇ ମୁଁ ଚିନ୍ତିତ । ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା । ଆହତ ଯାତ୍ରୀଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ’’ ସେହିପରି ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହୋଇଥିବା ମୋଦି କହିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରିୟ ପରିଜନଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଆହତକଙ୍କ ଆରୋଗ୍ୟ କାମନା କରିଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନକର ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପ୍ରିୟ ପରିଜନଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଆହତକଙ୍କ ଆରୋଗ୍ୟ କାମନା କରିଛନ୍ତି ।

  • Deeply anguished to know about the loss of lives in an unfortunate rail accident in Balasore, Odisha. My heart goes out to the bereaved families. I pray for the success of rescue operations and quick recovery of the injured.

    — President of India (@rashtrapatibhvn) June 2, 2023 " class="align-text-top noRightClick twitterSection" data=" ">
  • Deeply anguished by the loss of lives in a train accident in Balasore, Odisha. My thoughts are with the bereaved families in this difficult time. Praying for the speedy recovery of the injured.

    — Vice President of India (@VPIndia) June 2, 2023 " class="align-text-top noRightClick twitterSection" data=" ">

ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦାନ ଜଣାଇଛନ୍ତି । ଆହତକଙ୍କ ଆରୋଗ୍ୟ କାମନା କରିଛନ୍ତି । ଏନଡିଆରଏଫ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଜାରି ରଖିବା ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଆଶ୍ବାସନ ଦେଇଛନ୍ତି ।

  • The train accident at Balasore in Odisha is deeply agonizing. The NDRF team has already reached the accident site, and other teams are also rushing to join the rescue operation. My condolences to the bereaved families and praying for the speedy recovery of those injured.

    — Amit Shah (@AmitShah) June 2, 2023 " class="align-text-top noRightClick twitterSection" data=" ">

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆରସିଙ୍କ କାର୍ଯ୍ୟାଳୟକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ସମସ୍ତ ପ୍ରକାରର ସହାୟତ ୟୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ଯିବେ ।

ଏତତ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ମଧ୍ୟ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ଆହତ ଯାତ୍ରୀଙ୍କ ସହାୟତା ଓ ଉଦ୍ଧାର ପାଇଁ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ।

  • Anguished by the tragic news of the accident involving the Coromandel Express, in Balasore, Odisha.

    My heart goes out to the bereaved families. Wishing for the speedy recovery of those injured.

    I urge Congress workers & leaders to extend all support needed for rescue efforts.

    — Rahul Gandhi (@RahulGandhi) June 2, 2023 " class="align-text-top noRightClick twitterSection" data=" ">

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ବାଲେଶ୍ବର ଓଡିଶାରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ଦୁଃଖ ଦାୟକ ଘଟଣା । ଆମର ଯାତ୍ରୀ ଏଥିରେ ଫସି ରହିଛନ୍ତି । ଆମ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆମେ ଓଡିଶା ସରକାର ଓ ଦକ୍ଷିଣ ରେଳବାଇ ସହ ନିରନ୍ତର ଯୋଗାଯୋଗ ରଖି କାମ କରୁଛୁ । ଆମର ଆହତ ଯାତ୍ରୀଙ୍କ ସହାୟତା ପାଇଁ ଆମେ ହେଲ୍ପ ଲାଇନ ନମ୍ବର 033- 22143526/22535185 ଜାରି କରିଛୁ । ’’

  • Shocked to know that the Shalimar- Coromondel express, carrying passengers from West Bengal, collided with a goods train near Balasore today evening and some of our outbound people have been seriously affected/ injured. We are coordinating with Odisha government and South…

    — Mamata Banerjee (@MamataOfficial) June 2, 2023 " class="align-text-top noRightClick twitterSection" data=" ">

ସେହିପରି ମମତା କହିଛନ୍ତି କଣ୍ଟ୍ରୋଲ ରୁମରୁ ସ୍ଥିତି ଉପରେ ନଜର ରଖାଯାଇଛି । ଯାତ୍ରୀଙ୍କ ସହାଯତା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି । ମୁଖ୍ୟ ଶାସନ ସଚିବ ନିଜେ ପ୍ରତ୍ୟେକ୍ଷ ଭାବେ ସ୍ଥିତି ଉପରେ ନଜର ରଖିଛନ୍ତି ।

Last Updated : Jun 2, 2023, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.