ନୂଆଦିଲ୍ଲୀ: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ବିଦେଶୀ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହେବାଜଙ୍କୁ ଶୁଭେଚ୍ଛା ଜଣାଇବା ସହ ତେରଛା ବାଣ ମାରିଛନ୍ତି ।
-
Congratulations to H. E. Mian Muhammad Shehbaz Sharif on his election as the Prime Minister of Pakistan. India desires peace and stability in a region free of terror, so that we can focus on our development challenges and ensure the well-being and prosperity of our people.
— Narendra Modi (@narendramodi) April 11, 2022 " class="align-text-top noRightClick twitterSection" data="
">Congratulations to H. E. Mian Muhammad Shehbaz Sharif on his election as the Prime Minister of Pakistan. India desires peace and stability in a region free of terror, so that we can focus on our development challenges and ensure the well-being and prosperity of our people.
— Narendra Modi (@narendramodi) April 11, 2022Congratulations to H. E. Mian Muhammad Shehbaz Sharif on his election as the Prime Minister of Pakistan. India desires peace and stability in a region free of terror, so that we can focus on our development challenges and ensure the well-being and prosperity of our people.
— Narendra Modi (@narendramodi) April 11, 2022
ଆତଙ୍କ ମୁକ୍ତ କ୍ଷେତ୍ରୀୟ ଅଞ୍ଚଳ ସହିତ ଶାନ୍ତି , ସ୍ଥିରତା ଭାରତ ଚାହୁଁଛି । ଫଳରେ ଉଭୟ ଦେଲ ନିଜ ନିଜର ବିକାଶ ନେଇ କାମ କରିପାରିବେ । ଆମ ଆଗରେ ମଧ୍ୟ କିଛି ଚ୍ୟାଲେଞ୍ଜ ରହିଛି ଏବଂ ଆମ ଲୋକଙ୍କ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଅଞ୍ଚଳରେ ଶାନ୍ତି ଅପରିହାର୍ଯ୍ୟ ବୋଲି ମୋଦି କହିଛନ୍ତି ।
ତେବେ କ୍ଷମତାକୁ ଆସୁ ଆସୁ ସେହେବାଜ ମଧ୍ୟ ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିଲେ । କହିଥିଲେ ଭାରତ ସହିତ ଶାନ୍ତି ତେବେ ସମ୍ଭବ ଯେବେ କାଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ । ଆଉ ଦୁଇ ଦେଶ ମଧ୍ୟ ଗରିବୀ ହଟାଇବାକୁ କାମ କରିବାକୁ କହିଥିଲେ ସେହେବାଜ ।