ETV Bharat / bharat

ଆଜି ଦୀପାବଳି, ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - pm modi diwali wish

ଆଜି ଆଲୋକର ପର୍ବ ଶ୍ରଦ୍ଧା ଓ ଭକ୍ତିର ପର୍ବ ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Oct 24, 2022, 8:53 AM IST

Updated : Oct 24, 2022, 11:41 AM IST

ନୂଆଦିଲ୍ଲୀ: ଶ୍ରଦ୍ଧା ଓ ଭକ୍ତିର ପର୍ବ ଆଲୋକର ପର୍ବ ଦୀପାବଳି । ଦୀପ ଓ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ପୁରପଲ୍ଲୀ । ସବୁଠି ଖୁସିର ମାହୋଲ । ପ୍ରତିଟି ହିନ୍ଦୁ ପରିବାରରେ ପାଳିତ ହେଉଥିବା ଏକ ପ୍ରମୁଖ ପର୍ବ ଦୀପାବଳି । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • सभी देशवासियों को दीवाली की हार्दिक शुभकामनाएं! प्रकाश और उमंग के इस पवित्र त्योहार पर, हम ज्ञान और ऊर्जा के दीपक को प्रज्ज्वलित करते हुए जरूरतमंद लोगों के जीवन में भी खुशियां लाने का प्रयास करें। मैं इस महापर्व पर सभी देशवासियों के जीवन में सुख-समृद्धि के लिए प्रार्थना करती हूं।

    — President of India (@rashtrapatibhvn) October 24, 2022 " class="align-text-top noRightClick twitterSection" data=" ">

ଟ୍ବିଟ ଜରିଆରେ ଶୁଭେଚ୍ଛା ଜଣାଇ ରାଷ୍ଚ୍ରପତି କହିଛନ୍ତି,''ସମସ୍ତ ଦେଶବାସୀଙ୍କୁ ଦୀପାବଳୀର ହାର୍ଦ୍ଦିକ ଶୁଭକାମନା । ଆଶାର ଏହି ପବିତ୍ର ପର୍ବରେ ଜ୍ଞାନର ଉର୍ଜାର ଦୀପକୁ ପ୍ରଜ୍ଜୋଳିତ କରି ସମସ୍ତଙ୍କ ଜୀବନରେ ଖୁସି ଆଣିବାକୁ ପ୍ରୟାସ କରନ୍ତୁ । ଏହି ମହାପର୍ବରେ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଯାଉ ଏତିକି ପ୍ରାର୍ଥନା ।''

  • Wishing everyone a Happy Diwali. Diwali is associated with brightness and radiance. May this auspicious festival further the spirit of joy and well-being in our lives. I hope you have a wonderful Diwali with family and friends.

    — Narendra Modi (@narendramodi) October 24, 2022 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୀପାବଳିରେ ସମସ୍ତଙ୍କୁ ଢେର ଶୁଭେଚ୍ଛା । ଏହି ପର୍ବରେ ସମସ୍ତଙ୍କ ଜୀବନରେ ଖୁସି ଓ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସୁ । ପରିବାର ଓ ବନ୍ଧୁଙ୍କ ସହ ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳନ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • ଆଲୋକର ପର୍ବ ଦୀପାବଳି ଓ ପବିତ୍ର କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି। #ଶୁଭଦୀପାବଳି #HappyDiwali pic.twitter.com/yexnqLKL8K

    — Naveen Patnaik (@Naveen_Odisha) October 24, 2022 " class="align-text-top noRightClick twitterSection" data=" ">

ପବିତ୍ର ଦୀପାବଳୀରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଆଲୋକ ଓ ଆନନ୍ଦର ପର୍ବ ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା । ବିକାଶର ଆଲୋକରେ ସମସ୍ତଙ୍କ ଜୀବନକୁ ଉଦଭାସିତ କରିବା ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା ଏବଂ ଓଡିଶାର ଗୌରବକୁ ନୂତର ଶିଖରରେ ପହଁଞ୍ଚାଇବା ।''

ଏହା ବି ପଢନ୍ତୁ...ଆଜି ଆଲୋକର ପର୍ବ ଦୀପାବଳି, ଦୀପରେ ଝଲସିବ ପୁରପଲ୍ଲୀ

ସେହିପରି ରାଜ୍ୟପାଳ ଗଣେଶୀ ଲାଲ ପବିତ୍ର ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ରାଜ୍ଯପାଳ କହିଛନ୍ତି, ଆଲୋକର ପର୍ବ ଦୀପାବଳି ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା । ଏହି ପବିତ୍ର ଦିନରେ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରିଯାଉ ।''

  • ଆଲୋକର ପର୍ବ ପବିତ୍ର #ଦୀପାବଳୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ l

    May the beauty of the festival of lights illuminate your life with hope and happiness.

    Hon'ble Governor wishes everyone a #HappyDiwali  . pic.twitter.com/eQLzdTIN1u

    — Governor Odisha (@GovernorOdisha) October 24, 2022 " class="align-text-top noRightClick twitterSection" data=" ">

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା । ବିକାଶର ଏହି ପର୍ବ ସମସ୍ତଙ୍କ ଜୀବନରେ ଖୁସି, ଆରୋଗ୍ୟ ଏବଂ ସମୃଦ୍ଧି ଆଣୁ ବୋଲି ଟ୍ବିଟ କରି କହିଛନ୍ତି ଗୃହମନ୍ତ୍ରୀ ।

  • समस्त देशवासियों को दीपावली की हार्दिक शुभकामनाएं।
    प्रकाश का यह पर्व सभी के जीवन में खुशियां, आरोग्य व समृद्धि लाए। pic.twitter.com/iTFUoddlm9

    — Amit Shah (@AmitShah) October 24, 2022 " class="align-text-top noRightClick twitterSection" data=" ">

ପବିତ୍ର ଦୀପାବଳିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ''ପବିତ୍ର ପର୍ବରେ ସମସ୍ତଙ୍କ ଜୀବନ ଜୀବନ ସୁଖ ସମୃଦ୍ଧି ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ ।''

  • शुभ दीपावली!

    दीपावली का यह पावन पर्व आप सभी के जीवन में सुख, समृद्धि और स्वास्थ्य का उजाला लाए।

    May this festival of lights illuminate your lives with health, happiness and prosperity. #Diwali pic.twitter.com/nSKkYpOm8D

    — Dharmendra Pradhan (@dpradhanbjp) October 24, 2022 " class="align-text-top noRightClick twitterSection" data=" ">
ମେୟରଙ୍କ ଦୀପାବଳି ଶୁଭେଚ୍ଛା

ସେହିପରି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ଭୁବମେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ । ରାଜଧାନୀବାସୀଙ୍କ ଶୁଭକାମନା କରି ସୁରକ୍ଷିତ ଓ ସତର୍କତାର ସହ ଦୀପାବଳି ଉତ୍ସବ ଧୂମଧାମରେ ପାଳନ କରିବାକୁ କହିଛନ୍ତି । ଖୁସିର ପର୍ବକୁ ପ୍ରଦୂଷଣ ଯୁକ୍ତ ନୁହେଁ ବରଂ ପ୍ରଦୂଷଣମୁକ୍ତ ବାଣ ଫୁଟାଇ ଉତ୍ସବ ମନେଇବା ସହ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ । ଯତ୍ନବାନ ହେବା ପାଇଁ ଅନୁରୋଧ କରିଛନ୍ତି ମେୟର ।

Last Updated : Oct 24, 2022, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.