ETV Bharat / bharat

ଝାଡଖଣ୍ଡରେ ଅଘଟଣ: ପାଣିରେ ବୁଡି 7 ଶିଶୁ ମୃତ, ଶୋକ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ - President condolences on the Jharkhand incident

ଝାଡଖଣ୍ଡ ଅଘଟଣରେ ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । କର୍ମା ପୂଜା ସାରି ବିସର୍ଜନ ବେଳେ ପାଣିରେ ବୁଡି ପ୍ରାଣ ହରାଇଥିଲେ 7 ଶିଶୁକନ୍ୟା । ଅଧିକ ପଢନ୍ତୁ...

ଝାଡଖଣ୍ଡ ଅଘଟଣରେ ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ , ପାଣିରେ ବୁଡି ପ୍ରାଣ ହରାଇଥିଲେ 7 ଶିଶୁ

author img

By

Published : Sep 18, 2021, 10:17 PM IST

ରାଞ୍ଚି: କର୍ମା ପୂଜା ସାରି ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ସମୟରେ ୭ ଶିଶୁକନ୍ୟା ପୋଖରୀରେ ବୁଡି ଯିବା ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

ଏପରି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକବ୍ୟକ୍ତ କରିବା ସହ ଏପରି ଦୁଃସମୟରେ ଶୋକସନ୍ତପ୍ତ ପରିବାରକୁ ସମେବେଦନା ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ଶୋକବ୍ୟକ୍ତ କରିବା ସହ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

  • लातेहार, झारखंड में करम डाली विसर्जन के दौरान हुए दर्दनाक हादसे में कई बच्चियों की मृत्यु का समाचार सुनकर बेहद व्यथित हूँ। दुःख की इस घड़ी में, शोकाकुल परिवारजनों के प्रति मैं गहरी संवेदना व्यक्त करता हूं।

    — President of India (@rashtrapatibhvn) September 18, 2021 " class="align-text-top noRightClick twitterSection" data=" ">
  • Shocked by the loss of young lives due to drowning in Latehar district, Jharkhand. In this hour of sadness, condolences to the bereaved families: PM @narendramodi

    — PMO India (@PMOIndia) September 18, 2021 " class="align-text-top noRightClick twitterSection" data=" ">

ଘଟଣା ଅନୁସାରେ, ଝାଡଖଣ୍ଡର ବାଲୁମାଥ ଥାନା କ୍ଷେତ୍ର ମନନଡୀହ ଗାଁରେ କର୍ମା ପୂଜା ଆୟୋଜନ ହୋଇଥିଲା । ପୂଜା ସରିବା ପରେ ଆଜି (ଶନିବାର) ପୋଖରୀକୁ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ । ଏହି ସମୟରେ ୭ ଜଣ ଶିଶୁ ପାଣିରେ ବୁଡି ପ୍ରାଣ ହରାଇଛନ୍ତି ।

ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏପରି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.