ETV Bharat / bharat

Naxal Attack: ପୋଲିସ କ୍ୟାମ୍ପ ଉପରେ ଆଖିବୁଜା ଗୁଳି ବର୍ଷଣ, ୪ ଆହତ

author img

By

Published : Apr 18, 2022, 1:54 PM IST

Updated : Apr 18, 2022, 2:14 PM IST

ପୋଲିସ କ୍ୟାମ୍ପ ଉପରକୁ ନକ୍ସଲଙ୍କ ଫାଙ୍କା ଗୁଳି ଚାଳନା । ଏଥିରେ ଚାରି ପୋଲିସ ଆହତ ହୋଇଛନ୍ତି । ଛତିଶଗଡ ବିଜାପୁର ଜିଲ୍ଲାରେ ନକ୍ସଲ ଘଟାଇଛନ୍ତି ଏପରିକାଣ୍ତ । ଅଧିକ ପଢନ୍ତୁ

Naxal Attack: ପୋଲିସ କ୍ୟାମ୍ପ ଉପରକୁ ନକ୍ସଲଙ୍କ ଗୁଳି ଚାଳନା, ୪ ପୋଲିସ କର୍ମଚାରୀ ଆହତ

ରାୟପୁର: ପୋଲିସ କ୍ୟାମ୍ପ ଉପରକୁ ନକ୍ସଲଙ୍କ ଫାଙ୍କା ଗୁଳି ଚାଳନା । ଏଥିରେ ଚାରି ପୋଲିସ ଆହତ ହୋଇଛନ୍ତି । ଛତିଶଗଡ ବିଜାପୁର ଜିଲ୍ଲାରେ ନକ୍ସଲ ଘଟାଇଛନ୍ତି ଏପରିକାଣ୍ତ । ଆଇଜି ବସ୍ତର(ଛତିଶଗଡ) ପି ସୁନ୍ଦରରାଜଙ୍କ ସୂଚନା ଅନୁସାରେ ବିଜାପୁର ଜିଲ୍ଲାରେ ଥିବା କୁଟ୍ରୁ ଥାନା ଅଞ୍ଚଳରେ ରହିଛି ଜୟଗୁର କ୍ୟାମ୍ପ । ରବିବାର ଦିନ ସଂନ୍ଧ୍ୟାରେ ନକ୍ସଲମାନେ କ୍ୟାମ୍ପ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ୪ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହେଲେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ରାୟପୁରକୁ ଚିକିତ୍ସା ପାଇଁ ପଠାଯାଇଛି । ତେବେ ୪ ଜଣଙ୍କ ମଧ୍ୟରେ ୩ ଜଣ ଜିଲ୍ଲା ପୋଲିସର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଚତୁର୍ଥ ବାଟାଲିୟନ ଛତିଶଗଡ ଆର୍ମଡ ଫୋର୍ସ 4th Batallion Chhattisgarh Armed Force (CAF)ର ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 18, 2022, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.