ETV Bharat / bharat

କୋରୋନା ମୁକାବିଲା ପାଇଁ ଦେବେଗୌଡାଙ୍କ ପରାମର୍ଶ ଗ୍ରହଣ କଲେ ମୋଦି - କୋରୋନା ମୁକାବିଲା

କୋରୋନା ମୁକାବିଲା ପାଇଁ ଦେବେଗୌଡା ଦେଇଥିବା ପରାମର୍ଶକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରାମର୍ଶ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେବେଗୌଡା । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ ଦେବେଗୌଡାଙ୍କ ପରାମର୍ଶ ଗ୍ରହଣ କଲେ ମୋଦି

author img

By

Published : Apr 26, 2021, 10:41 PM IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କୁ ଫୋନ କରି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ମୁକାବିଲା ପାଇଁ ଦେବେଗୌଡା ଦେଇଥିବା ପରାମର୍ଶକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Hon’ble PM @narendramodi avaru spoke to me a few mins ago to tell me that he had read my letter on Covid carefully. He also assured me that he will take forward my suggestions. I thank him for his concern & quick response.We need to work together to defeat the pandemic.@PMOIndia

    — H D Devegowda (@H_D_Devegowda) April 26, 2021 " class="align-text-top noRightClick twitterSection" data=" ">

ପରାମର୍ଶ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେବେଗୌଡା । ତେବେ ଏକାଠି ଏହି ମହାମାରୀକୁ ହରାଇବାକୁ ପଡିବ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.