", "primaryImageOfPage": { "@id": "https://etvbharatimages.akamaized.net/etvbharat/prod-images/768-512-15362590-thumbnail-3x2-jkjk.JPG" }, "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-15362590-thumbnail-3x2-jkjk.JPG" } } }
", "articleSection": "bharat", "articleBody": "ବିଜିନେସମ୍ୟାନ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି ।‘Make in India for the World’ ମିଶନରେ ସାମିଲ ହେବା ପାଇଁ ଜାପାନୀ ବ୍ୟବସାୟୀଙ୍କୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁଟୋକିଓ: 4ର୍ଥ କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି (ସୋମବାର) ରାଜଧାନୀ ଟୋକିଓରେ ବିଜିନେସ ମ୍ୟାନ ରାଉଣ୍ଡ ଟେବୁଲ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ଜାପାନର ପ୍ରମୁଖ ବ୍ୟବସାୟୀମାନେ ଅଂଶଗ୍ରହଣ କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ (ease of doing) ବୃଦ୍ଧି କରିବା ନେଇ ଆଲୋଚନା ହୋଇଛି । Japan | Prime Minister Narendra Modi participates in a round table with Japanese business leaders in Tokyo.Source: DD pic.twitter.com/tFDIzaAw6d— ANI (@ANI) May 23, 2022 ଏହି ରାଉଣ୍ଡଟେବୁଲ ଆଲୋଚନାରେ ଜାପାନର 30 ପ୍ରମୁଖ ବ୍ୟବସାୟୀକ କମ୍ପାନୀର ଶୀର୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ ସାମିଲ ହୋଇଥିଲେ । ଜାପାନର ବ୍ୟବସାୟୀମାନଙ୍କୁ ଭାରତରେ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ‘Make in India for the World’ ମିଶନରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ଅହ୍ବାନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.comoriya/odisha/bharat/pm-narendra-modi-participates-in-a-round-table-with-japanese-business-leaders/or20220523163431265265976", "inLanguage": "or", "datePublished": "2022-05-23T16:34:33+05:30", "dateModified": "2022-05-23T16:34:33+05:30", "dateCreated": "2022-05-23T16:34:33+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-15362590-thumbnail-3x2-jkjk.JPG", "mainEntityOfPage": { "@type": "WebPage", "@id": "https://www.etvbharat.comoriya/odisha/bharat/pm-narendra-modi-participates-in-a-round-table-with-japanese-business-leaders/or20220523163431265265976", "name": "PM Modi in Japan: ବିଜିନେସମ୍ୟାନ୍ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ", "image": "https://etvbharatimages.akamaized.net/etvbharat/prod-images/768-512-15362590-thumbnail-3x2-jkjk.JPG" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-15362590-thumbnail-3x2-jkjk.JPG", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / bharat

PM Modi in Japan: ବିଜିନେସମ୍ୟାନ୍ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ

author img

By

Published : May 23, 2022, 4:34 PM IST

ବିଜିନେସମ୍ୟାନ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି ।‘Make in India for the World’ ମିଶନରେ ସାମିଲ ହେବା ପାଇଁ ଜାପାନୀ ବ୍ୟବସାୟୀଙ୍କୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

PM Narendra Modi in Japan: ବିଜିନେସମ୍ୟାନ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ
PM Narendra Modi in Japan: ବିଜିନେସମ୍ୟାନ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ

ଟୋକିଓ: 4ର୍ଥ କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି (ସୋମବାର) ରାଜଧାନୀ ଟୋକିଓରେ ବିଜିନେସ ମ୍ୟାନ ରାଉଣ୍ଡ ଟେବୁଲ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ଜାପାନର ପ୍ରମୁଖ ବ୍ୟବସାୟୀମାନେ ଅଂଶଗ୍ରହଣ କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ (ease of doing) ବୃଦ୍ଧି କରିବା ନେଇ ଆଲୋଚନା ହୋଇଛି ।

  • Japan | Prime Minister Narendra Modi participates in a round table with Japanese business leaders in Tokyo.

    Source: DD pic.twitter.com/tFDIzaAw6d

    — ANI (@ANI) May 23, 2022 " class="align-text-top noRightClick twitterSection" data=" ">

ଏହି ରାଉଣ୍ଡଟେବୁଲ ଆଲୋଚନାରେ ଜାପାନର 30 ପ୍ରମୁଖ ବ୍ୟବସାୟୀକ କମ୍ପାନୀର ଶୀର୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ ସାମିଲ ହୋଇଥିଲେ । ଜାପାନର ବ୍ୟବସାୟୀମାନଙ୍କୁ ଭାରତରେ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ‘Make in India for the World’ ମିଶନରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ଅହ୍ବାନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.