ETV Bharat / bharat

ଆଜି AIIMSରେ ୮୦୬ ଶଯ୍ୟା ବିଶିଷ୍ଟ ବିଶ୍ରାମ ସଦନର ଉଦଘାଟନ କରିବେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି AIIMSର ଝାଜର ପରିସରରେ ଥିବା ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନରେ ଇନମ୍ପୋସିସ୍ ଫାଉଣ୍ଡେସନର ୮୦୬ ଶଯ୍ୟା ବିଶିଷ୍ଟ ଏକ ବିଶ୍ରାମ ସଦନର ଉଦଘାଟନ କରିବେ । ପୂର୍ବାହ୍ନ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି ।

ଆଜି AIIMSରେ ୮୦୬ ଶଯ୍ୟାର ବିଶ୍ରାମ ସଦନର ଉଦଘାଟନ କରିବେ ମୋଦି

author img

By

Published : Oct 21, 2021, 9:57 AM IST

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ଶିକ୍ଷା ସବୁ କ୍ଷେତ୍ରରେ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି AIIMSର ଝାଜର ପରିସରରେ ଥିବା ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନରେ(NCI) ଇନମ୍ପୋସିସ୍ ଫାଉଣ୍ଡେସନର ୮୦୬ ଶଯ୍ୟା ବିଶିଷ୍ଟ ଏକ ବିଶ୍ରାମ ସଦନର ଉଦଘାଟନ କରିବେ । ପୂର୍ବାହ୍ନ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି ।

  • PM @NarendraModi जी कल 21 अक्टूबर 2021 को AIIMS, नई दिल्ली के झज्जर परिसर स्थित राष्ट्रीय कैंसर संस्थान में इंफोसिस फाउंडेशन विश्राम सदन का उद्घाटन करेंगे।https://t.co/Oaof8axyYH pic.twitter.com/KzR7tnH1sK

    — Dr Mansukh Mandaviya (@mansukhmandviya) October 20, 2021 " class="align-text-top noRightClick twitterSection" data=" ">

ବିଶ୍ରାମ ସଦନର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବା ନେଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ୮୦୬ ଶଯ୍ୟା ବିଶିଷ୍ଟ ଏହି ବିଶ୍ରାମ ସଦନ ଇନଫୋସିସର କର୍ପୋରେଟ ସାମାଜିକ ଦାୟିତ୍ବର ଏକ ଅଂଶ । କର୍କଟ ରୋଗୀଙ୍କ ସହ ଆସୁଥିବା ବ୍ୟକ୍ତିଙ୍କୁ ଶୀତତାପ ନିୟନ୍ତ୍ରିତ ଆବାସ ସୁବିଧା ଯୋଗାଇବା ଏହି ସଦନର ନିର୍ମାଣ ହୋଇଛି । ଡାକ୍ତରଖାନାରେ ସେମାନଙ୍କୁ ଅଧିକ ସମୟ ରହିବାକୁ ପଡିଥାଏ ତେଣୁ ସେମାନଙ୍କ ସୁବିଧା ନିହାତି ଆବଶ୍ୟକ ବୋଲି ପ୍ରେସ ରିଲିଜ ପକ୍ଷରୁ ସୂଚନା ମିଳିଛି ।

୯୩ କୋଟି ବ୍ୟୟ ଅଟକଳରେ ଏହା ନିର୍ମାଣ ହୋଇଛି । କ୍ୟାନ୍ସର ହସ୍ପିଟାଲ ଓ ଓପିଡି ବ୍ଲକ ନିକଟରେ ଅବସ୍ଥିତ । ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, ହରିୟାଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟର ଏବଂ ଇନଫୋସିସ ଫାଉଣ୍ଡସେନ ମୁଖ୍ୟ ସୁଧା ମୁର୍ତ୍ତୀ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.