ETV Bharat / bharat

ଆଜି ଭାରତ-ବାଂଲାଦେଶ ଦ୍ବିପାକ୍ଷିକ ବୈଠକ - ଭାରତ-ବାଂଲାଦେଶ ବୈଠକ

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା । ଭିସି ଯୋଗେ ସାମିଲ ହେବେ ଉଭୟ ଦେଶର ପ୍ରଧାନମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା ।

PM Modi, Sheikh Hasina to hold virtual summit today

author img

By

Published : Dec 17, 2020, 8:47 AM IST

ନୂଆଦିଲ୍ଲୀ:ଆଜି ଭାରତ ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା । ବିଭିନ୍ନ ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ମଧ୍ୟରେ ହେବ ବୁଝାମଣା । VC ଯୋଗେ ସାମିଲ ହେବେ 2 ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ।

ଏହି ଦ୍ବିପାକ୍ଷିକ ବୈଠକ ସେତିକି ବେଳେ ଅନୁଷ୍ଠିତ ହେଉଛି ଯେତେବେଳେ ଭାରତ ସ୍ବର୍ଣ୍ଣିମ ବିଜୟ ଦିବସ ପାଳନ କରୁଛି । ଯାହାକୁ ନେଇ ଦ୍ବିପାକ୍ଷିକ ଆଲୋଚନାର ଗୁରୁତ୍ବ ବଢିଯାଇଛି । ଆଲୋଚନାରେ ଉଭୟ ଦେଶର ସମ୍ପର୍କ, ଭବିଷ୍ୟତ କାର୍ଯ୍ୟକ୍ରମ କୋଭିଡ ପରିଚାଳଣା ଓ ଟିକା ପ୍ରସଙ୍ଗରେ କରିବେ ଆଲୋଚନା । ସେହିଭଳି ଖୁବଶୀଘ୍ର ଉଭୟ ଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ରେଳ ସେବାକୁ ନେଇ ମଧ୍ୟ ଆଲୋଚନା ହେବ । ଏହାସହ ହଲଦୀବାରି - ଚିଲାହାଟି ରେଳ ସେବାର ଉଦଘାଟନ କରିବେ ।

ସେହିପରି କୋଲକାତା ଢାକା ମଧ୍ୟରେ ଅନେକ ରେଳ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ । ସେହିଭଳି ଉଭୟ ପ୍ରଧାନମନ୍ତ୍ରୀ ବଙ୍ଗବନ୍ଧୁ ସେଖ ମୁଜିବର ରେହେମାନଙ୍କ ସ୍ମରଣୀୟରେ ଏକ ଷ୍ଟାମ୍ପ ଉନ୍ମୋଚନ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.